ଦୁଃଶାସନଙ୍କୁ ଗାଁ ଦାଣ୍ଡରେ ଗୋଡ଼େଇ ଗୋଡ଼େଇ ହାଣିଦେଲେ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ତାଲବଣିଆ ଗାଁରୁ। ମୃତ ଯୁବକ ଜଣଙ୍କ ହେଲେ ଦୁଃଶାସନ ଦେହୁରୀ। ଏହି ଘଟଣାରେ ପୁଲିସ୍‌ ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ମିଳିଥିବା ସୂଚନା ଅନୁସାରେ, ଦୁଃଶାସନ ଗାଁର ଜଣେ ଝିଅକୁ ସବୁବେଳେ ହଇରାଣ ହରକତ କରୁଥିଲେ। ଏହାକୁ ନେଇ ଗାଁରେ […]

police00

police00

Tapaswini Nayak
  • Published: Tuesday, 05 May 2020
  • Updated: 05 May 2020, 11:56 AM IST

Sports

Latest News

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆସିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ଅନ୍ତର୍ଗତ ତାଲବଣିଆ ଗାଁରୁ।

ମୃତ ଯୁବକ ଜଣଙ୍କ ହେଲେ ଦୁଃଶାସନ ଦେହୁରୀ। ଏହି ଘଟଣାରେ ପୁଲିସ୍‌ ଚାରି ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ, ଦୁଃଶାସନ ଗାଁର ଜଣେ ଝିଅକୁ ସବୁବେଳେ ହଇରାଣ ହରକତ କରୁଥିଲେ। ଏହାକୁ ନେଇ ଗାଁରେ ବାରମ୍ୱାର ପାଟିତୁଣ୍ଡ ହୋଉଥିଲା। ଆଜି ଦୁଃଶାସନ ସେହି ଝିଅ ଘରକୁ ଯାଉଥିବା ବେଳେ ଗାଁର ୪ ଜଣ ଯୁବକ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କର ମୁଣ୍ଡଗଣ୍ଡି ଅଲଗା କରି ଦେଇଥିଲେ।

ରେଢ଼ାଖୋଲ ଏସଡିପିଓ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story