ସାନ ଭାଇର କୁରାଢ଼ି ଚୋଟରେ ଚାଲିଗଲା ବଡ଼ ଭାଇର ଜୀବନ

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ଗାଁରେ ଘରୋଇ କଳହକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଭାଇଙ୍କ ମଧ୍ୟରେ ସଂଘର୍ଷରେ ଜଣଙ୍କ ଜୀବନ ଯାଇଛି। ସୂଚନା ଅନୁସାରେ, ଦୁଇ ଭାଇ ରାମଚନ୍ଦ୍ର ଓ କୃଷ୍ଣଚନ୍ଦ୍ର ବାରିକ ବାପାଙ୍କ ମୃତ୍ୟୁ ପରେ ଦୀର୍ଘ ଦିନ ଧରି  ଜମିବାଡ଼ିକୁ ନେଇ ସେମାନଙ୍କ ମଧ୍ୟରେ  ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ୱିତ ରାତିରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା। ବଡ଼ […]

soro

soro

Rakesh Mallick
  • Published: Tuesday, 15 May 2018
  • Updated: 15 May 2018, 10:50 AM IST

Sports

Latest News

ସୋର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ତଳନଗର ଗାଁରେ ଘରୋଇ କଳହକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ଦୁଇ ଭାଇଙ୍କ ମଧ୍ୟରେ ସଂଘର୍ଷରେ ଜଣଙ୍କ ଜୀବନ ଯାଇଛି।

ସୂଚନା ଅନୁସାରେ, ଦୁଇ ଭାଇ ରାମଚନ୍ଦ୍ର ଓ କୃଷ୍ଣଚନ୍ଦ୍ର ବାରିକ ବାପାଙ୍କ ମୃତ୍ୟୁ ପରେ ଦୀର୍ଘ ଦିନ ଧରି  ଜମିବାଡ଼ିକୁ ନେଇ ସେମାନଙ୍କ ମଧ୍ୟରେ  ବିବାଦ ଲାଗି ରହିଥିଲା। ଗତକାଲି ବିଳମ୍ୱିତ ରାତିରେ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ଉଗ୍ର ରୂପ ନେଇଥିଲା। ବଡ଼ ଭାଇ ରାମଚନ୍ଦ୍ର ଘରେ ଶୋଇଥିବା ବେଳେ ସାନ ଭାଇ କୃଷ୍ଣଚନ୍ଦ୍ର କୁରାଢ଼ିରେ ମୁଣ୍ଡକୁ ଆକ୍ରମଣ କରିଥିଲା। ରାମଚନ୍ଦ୍ର ଚିତ୍କାର କରି ରାସ୍ତାକୁ ଦୌଡ଼ି ଯାଉଥିବା ବେଳେ କୃଷ୍ଣଚନ୍ଦ୍ର ପୁଣି ଥରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲା।

ରାମଚନ୍ଦ୍ରଙ୍କୁ  ଗାଁ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ କଟକ ବଡ଼ ଡାକ୍ତରଖାନାକୁ  ସ୍ଥାନାନ୍ତରିତ କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ପୋଲିସ ଏକ ମାମଲା ରୁଜୁ କରି ସାନଭାଇକୁ ଅଟକ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story