ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):  ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ଉପରବଙ୍ଗଳାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ପଙ୍କଜିନୀ ନାଏକ। ପୁଲିସ ସ୍ୱାମୀ ରମେଶ  ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସୂଚନାଅନୁସାରେ, ଗତକାଲି ରାତିରେ ରମେଶ ମଦ ପିଇ ଘରକୁ ଆସିଥିଲେ। କୌଣସି କଥାକୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରମେଶ ରାଗିଯାଇ ପଙ୍କଜିନୀଙ୍କୁ  ଠେଙ୍ଗାରେ ପିଟି ପିଟି ହତ୍ୟା […]

deadbody

deadbody

Tapaswini Nayak
  • Published: Thursday, 17 March 2022
  • Updated: 17 March 2022, 02:36 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):  ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ରାମପୁର ଫାଣ୍ଡି ଉପରବଙ୍ଗଳାରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳା ଜଣଙ୍କ ହେଲେ ପଙ୍କଜିନୀ ନାଏକ। ପୁଲିସ ସ୍ୱାମୀ ରମେଶ  ନାଏକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୂଚନାଅନୁସାରେ, ଗତକାଲି ରାତିରେ ରମେଶ ମଦ ପିଇ ଘରକୁ ଆସିଥିଲେ। କୌଣସି କଥାକୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରମେଶ ରାଗିଯାଇ ପଙ୍କଜିନୀଙ୍କୁ  ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ। ଏନେଇ ରାମପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ  ଘଟଣାର ତଦନ୍ତ କରୁଛି। ପଙ୍କଜିନୀ

ପଙ୍କଜିନୀ ଏମ୍‌ସିଏଲ୍‌ର ଅବସର ପ୍ରାପ୍ତ କର୍ମଚାରୀ ଥିଲେ। ପରିବାର ସହ ସେ ଏମ୍‌ସିଏଲ୍‌ର କ୍ୱାର୍ଟର୍ସରେ ରହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story