ଟ୍ରେନ୍‌ରୁ ଖସି କଟିଗଲା ଦୁଇ ଗୋଡ଼

ଯାଜପୁର (ଗୁଲାମ ଗସ୍): ଟ୍ରେନ୍‌ରୁ ଖସି ପଡ଼ି ଜଣେ ପେଡ଼ା ବ୍ୟବସାୟୀଙ୍କ ଦୁଇଟି ଯାକ ଗୋଡ଼ କଟିଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଗଡ଼ମଧୁପୁର ଷ୍ଟେସନ୍‌ରେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ନାଁ ଗୁଣନିଧି ଦୋରା(୫୫)। ତାଙ୍କ ଘର ଧର୍ମଶାଳା ଥାନା ଥାନୁଆଳ ଗାଁରେ।  ସବୁଦିନ ପରି ଆଜି ଗୁଣନିଧି ଗଡ଼ମଧୁପୁର ଷ୍ଟେସନକୁ ଯାଇ ପେଡ଼ା ବିକିବା ପାଇଁ ଟ୍ରେନ୍‌ରେ ଚଢ଼ୁଥିଲେ। ଏହି ସମୟରେ ଅସାବଧାନତା ବଶତଃ ଟ୍ରେନ୍‌ରୁ […]

jajpur.00.jpg000

jajpur.00.jpg000

Tapaswini Nayak
  • Published: Friday, 04 October 2019
  • Updated: 04 October 2019, 03:25 PM IST

Sports

Latest News

ଯାଜପୁର (ଗୁଲାମ ଗସ୍): ଟ୍ରେନ୍‌ରୁ ଖସି ପଡ଼ି ଜଣେ ପେଡ଼ା ବ୍ୟବସାୟୀଙ୍କ ଦୁଇଟି ଯାକ ଗୋଡ଼ କଟିଯାଇଛି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଗଡ଼ମଧୁପୁର ଷ୍ଟେସନ୍‌ରେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ନାଁ ଗୁଣନିଧି ଦୋରା(୫୫)। ତାଙ୍କ ଘର ଧର୍ମଶାଳା ଥାନା ଥାନୁଆଳ ଗାଁରେ। 

ସବୁଦିନ ପରି ଆଜି ଗୁଣନିଧି ଗଡ଼ମଧୁପୁର ଷ୍ଟେସନକୁ ଯାଇ ପେଡ଼ା ବିକିବା ପାଇଁ ଟ୍ରେନ୍‌ରେ ଚଢ଼ୁଥିଲେ। ଏହି ସମୟରେ ଅସାବଧାନତା ବଶତଃ ଟ୍ରେନ୍‌ରୁ ସେ ଖସି ପଡ଼ିଥିଲେ। ଏହି ସମୟରେ ପୁରୀ-ହାଓଡ଼ା ଟ୍ରେନ୍‌ଟି ଷ୍ଟେସନ ଛାଡୁଥିଲା। ଫଳରେ ଗୁଣନିଧିଙ୍କ ଗୋଡ଼ ଦୁଇଟି ଟ୍ରେନ୍‌ ଚକାତଳେ ରହିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସେ ଜଣେ ଗରିବ ଶ୍ରେଣୀର ବ୍ୟବସାୟୀ ହୋଇଥିବାରୁ ତାଙ୍କର  ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ପାଇଁ ଗ୍ରାମବାସୀ ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story