ମୋବାଇଲ୍‌ ଚୋରକୁ ବାନ୍ଧି ବିଧା,ଗୋଇଠା ଓ ଜୋତାମାଡ଼

ଜଳେଶ୍ୱର(ଅଜିତ କୁମାର ଦାସ): ମୋବାଇଲ୍‌ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ର ଝାଡ଼ପିପଳ ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଯୁବକ ଜଣଙ୍କ ହେଲେ ଶିବଶଙ୍କର ପ୍ରଧାନ। ଘଣ୍ଟିଆଡ଼ି ଗାଁର ଶିବଶଙ୍କର ଏକ ମୋବାଇଲ୍ ଚୋରି କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ତାଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ। ବିଧା ଓ ଗୋଇଠା ମାରିବା ସହ ଚପଲରେ ପିଟିଥିଲେ। ଏନେଇ ଥାନାରେ […]

777

777

Rakesh Mallick
  • Published: Monday, 30 July 2018
  • Updated: 30 July 2018, 01:14 PM IST

Sports

Latest News

ଜଳେଶ୍ୱର(ଅଜିତ କୁମାର ଦାସ): ମୋବାଇଲ୍‌ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଛନ୍ତି ଲୋକେ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ର ଝାଡ଼ପିପଳ ପଞ୍ଚାୟତରେ ଏହି ଅଭାବନୀୟ ଘଟଣା ଘଟିଛି। ଉକ୍ତ ଯୁବକ ଜଣଙ୍କ ହେଲେ ଶିବଶଙ୍କର ପ୍ରଧାନ।

ଘଣ୍ଟିଆଡ଼ି ଗାଁର ଶିବଶଙ୍କର ଏକ ମୋବାଇଲ୍ ଚୋରି କରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଲୋକେ ତାଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଥିଲେ। ବିଧା ଓ ଗୋଇଠା ମାରିବା ସହ ଚପଲରେ ପିଟିଥିଲେ। ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos