ମଣଦାରେ ହାତୀ ଭାଙ୍ଗିଲେ ୧୪ ଘର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ମଣଦା ଗାଁରେ ହାତୀ ଆତଙ୍କ। ଗତକାଲି ବିଳମ୍ୱିତ ରାତିରେ ଗାଁକୁ ୧୬ଟି ହାତୀ ପଶି ଆସି ବ୍ୟାପକ ଫସଲହାନୀ କରିବା ସହିତ ଓ ୧୪ଟି ଘର ଭାଙ୍ଗି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ହାତୀପଲଙ୍କୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଆଜି ଦୀର୍ଘ ସମୟ ଧରି ଯଶିପୁର-ମଣଦା ରାସ୍ତାକୁ ଅବରୋଧ କରିଥିଲେ। ପୋଲିସ ଓ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା […]

elephant

elephant

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 12:23 PM IST

baripadaବାରିପଦା: ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ୍‌ ମଣଦା ଗାଁରେ ହାତୀ ଆତଙ୍କ। ଗତକାଲି ବିଳମ୍ୱିତ ରାତିରେ ଗାଁକୁ ୧୬ଟି ହାତୀ ପଶି ଆସି ବ୍ୟାପକ ଫସଲହାନୀ କରିବା ସହିତ ଓ ୧୪ଟି ଘର ଭାଙ୍ଗି ଦେଇଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

ହାତୀପଲଙ୍କୁ ଘଉଡ଼ାଇବା ଓ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକେ ଆଜି ଦୀର୍ଘ ସମୟ ଧରି ଯଶିପୁର-ମଣଦା ରାସ୍ତାକୁ ଅବରୋଧ କରିଥିଲେ।

ପୋଲିସ ଓ ବନବିଭାଗ କର୍ମଚାରୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ହାତୀ ଘଉଡାଇବା ପକ୍ରିୟା ଆରମ୍ଭ କରିଛନ୍ତି।

ହାତୀପଲ ଝାଡଖଣ୍ଡରୁ ପଳାଇ ଆସିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos