ମଦଭାଟି ମ୍ୟାନେଜରଙ୍କୁ ଗୁଳିକରି ଲୁଟ୍‌

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ମଦଭାଟି ମ୍ୟାଜେନରଙ୍କ ଉପରକୁ ଗୁଳି କରି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଫଳରେ ମ୍ୟାନେଜର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସମ୍ୱଲପୁର ଜିଲ୍ଲା ସଇଁନ୍ତଳା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଆମ୍‌ପାଲି ମଦ ଭାଟି ମ୍ୟାନେଜର ନଗେନ୍ଦ୍ର ପ୍ରସାଦ ଗୁପ୍ତା ଓ ତାଙ୍କର ଦୁଇ ଜଣ ସାଙ୍ଗ ସଇଁନ୍ତଳା ଥାନା ଅଞ୍ଚଳରେ ଥିବା ବିଭିନ୍ନ ମଦଭାଟିରୁ ୩ ଲକ୍ଷ ଟଙ୍କା କଲେକ୍‌ସନ୍‌ କରି ଆଣୁଥିଲେ। ଗଣ୍ଡପାତ୍ରାପାଲି ଗାଁ ନିକଟରେ ଏକ […]

manager-of-a-country-liquor

manager-of-a-country-liquor

Manoranjan Sial
  • Published: Sunday, 20 January 2019
  • Updated: 20 January 2019, 04:01 PM IST

Sports

Latest News

ଟିଟିଲାଗଡ଼ (ମାନସ ରଞ୍ଜନ ମହାନ୍ତି): ମଦଭାଟି ମ୍ୟାଜେନରଙ୍କ ଉପରକୁ ଗୁଳି କରି ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଫଳରେ ମ୍ୟାନେଜର ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସମ୍ୱଲପୁର ଜିଲ୍ଲା ସଇଁନ୍ତଳା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆମ୍‌ପାଲି ମଦ ଭାଟି ମ୍ୟାନେଜର ନଗେନ୍ଦ୍ର ପ୍ରସାଦ ଗୁପ୍ତା ଓ ତାଙ୍କର ଦୁଇ ଜଣ ସାଙ୍ଗ ସଇଁନ୍ତଳା ଥାନା ଅଞ୍ଚଳରେ ଥିବା ବିଭିନ୍ନ ମଦଭାଟିରୁ ୩ ଲକ୍ଷ ଟଙ୍କା କଲେକ୍‌ସନ୍‌ କରି ଆଣୁଥିଲେ। ଗଣ୍ଡପାତ୍ରାପାଲି ଗାଁ ନିକଟରେ ଏକ ବାଇକ୍‌ରେ ୩ ଜଣ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ। ପରେ ସେମାନଙ୍କୁ ବାଡ଼ିରେ ପିଟିବା ସହିତ ଗୁଳି କରି ୩ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

ଏନେଇ ଅଭିଯୋଗ ହେବା ପରେ ପୁଲିସ ରାସ୍ତା ସିଲ୍‌ କରି ତଲାସି ଅଭିଯାନ ଚଳାଇଛି। ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story