ମଞ୍ଚେଶ୍ୱର ରେଳଡ଼ବା କାରଖାନାରେ ପ୍ରସ୍ତୁତ ହେବ ବାୟୋ ଟଏଲେଟ୍‌ରେ ବ୍ୟବହୃତ ବାକ୍ଟେରିଆ

ଭୁବନେଶ୍ୱର: ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାରେ ବାୟୋ ଟଏଲେଟ୍‌ରେ ବ୍ୟବହୃତ ବାକ୍ଟେରିଆ ପ୍ରସ୍ତୁତ ହେବ। ଏହା ଆରମ୍ଭ ହେବା ପରେ ମଞ୍ଚେଶ୍ୱର ବାକ୍ଟେରିଆ ପ୍ରସ୍ତୁତରେ ଦେଶର ଦ୍ୱିତୀୟ କାରଖାନା ହେବାର ମାନ୍ୟତା ପାଇବ। ଆସନ୍ତା ଡିସେମ୍ବରରୁ ଏହି କାର୍ଯ୍ୟ ଆରମ୍ଭ ହେବ। ଆଗାମୀ ୩ ବର୍ଷ ମଧ୍ୟରେ ୧୦ ହଜାର କୋଚ୍‌ରେ ବାୟୋ ଟଏଲେଟ୍‌ ଲଗାଇବା ନେଇ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଲକ୍ଷ୍ୟ ରଖିଛି ବୋଲି ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଚିଫ୍‌ ୱାର୍କସ ମ୍ୟାନେଜର […]

mancheswar

mancheswar

Rakesh Mallick
  • Published: Sunday, 03 April 2016
  • Updated: 03 April 2016, 05:28 AM IST

Sports

Latest News

ଭୁବନେଶ୍ୱର: ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାରେ ବାୟୋ ଟଏଲେଟ୍‌ରେ ବ୍ୟବହୃତ ବାକ୍ଟେରିଆ ପ୍ରସ୍ତୁତ ହେବ। ଏହା ଆରମ୍ଭ ହେବା ପରେ ମଞ୍ଚେଶ୍ୱର ବାକ୍ଟେରିଆ ପ୍ରସ୍ତୁତରେ ଦେଶର ଦ୍ୱିତୀୟ କାରଖାନା ହେବାର ମାନ୍ୟତା ପାଇବ। ଆସନ୍ତା ଡିସେମ୍ବରରୁ ଏହି କାର୍ଯ୍ୟ ଆରମ୍ଭ ହେବ। ଆଗାମୀ ୩ ବର୍ଷ ମଧ୍ୟରେ ୧୦ ହଜାର କୋଚ୍‌ରେ ବାୟୋ ଟଏଲେଟ୍‌ ଲଗାଇବା ନେଇ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଲକ୍ଷ୍ୟ ରଖିଛି ବୋଲି ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନା ଚିଫ୍‌ ୱାର୍କସ ମ୍ୟାନେଜର ଏସ୍‌.କେ. ପଙ୍କଜ ସୂଚନା ଦେଇଛନ୍ତି।

ପୂର୍ବରୁ ବାୟୋ ଟଏଲେଟ୍‌ରେ ବ୍ୟବହୃତ ବାକ୍ଟେରିଆ ନାଗପୁରରେ ପ୍ରସ୍ତୁତ ହେଉଥିଲା। ଏବେ ମଞ୍ଚେଶ୍ୱର ରେଳଡ଼ବା ମରାମତି କାରଖାନାରେ ଏହି ବାକ୍ଟେରିଆ ପ୍ରସ୍ତୁତ କରାଯିବ ବୋଲି ପଙ୍କଜ କହିଛନ୍ତି।

ନୂଆ ଟେକ୍ନୋଲୋଜିରେ ପ୍ରସ୍ତୁତ ଲିଙ୍କ ହଫ୍‌ମ୍ୟାନ୍‌ ବଚ୍‌, ଏଲ୍‌ଏଚ୍‌ବି କୋଚ୍‌ଗୁଡିକର ମଧ୍ୟ ଏଠାରେ ଆରମ୍ଭ ହେବ। ପ୍ରତିମାସ ଏଠାରେ ୧୨୨ଟି କୋଚ୍‌ କରାମତି କରାଯିବ। ବର୍ଷକ ମଧ୍ୟରେ ଏହି ସଂଖ୍ୟା ୧୫୦କୁ ବୃଦ୍ଧି କରାଯିବାକୁ ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story