ମଞ୍ଜୁଲତା କହଁର ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି କର୍ପୋରେଟର ମଞ୍ଜୁଲତା କହଁର। ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ହୋଇଥିଲେ।  ଆଉ କେହି ନାମାଙ୍କନ ଦାଖଲ ନ କରିବାରୁ ନିନ୍ଦ୍ୱର୍ଦ୍ୱରେ ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ପିଜି କରିଛନ୍ତି। ଡେପୁଟି ମେୟର ମଞ୍ଜୁଲତା କହଁର କହିଛନ୍ତି, ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି, ତାକୁ ମୁଁ ସୂଚାରୁ ରୂପେ ତୁଲାଇବି।  ମୁଁ ସମସ୍ତଙ୍କୁ ନେଇ କାମ କରିବି। […]

BBSR

BBSR

Tapaswini Nayak
  • Published: Saturday, 09 April 2022
  • Updated: 09 April 2022, 12:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି କର୍ପୋରେଟର ମଞ୍ଜୁଲତା କହଁର। ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ହୋଇଥିଲେ।  ଆଉ କେହି ନାମାଙ୍କନ ଦାଖଲ ନ କରିବାରୁ ନିନ୍ଦ୍ୱର୍ଦ୍ୱରେ ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସେ ପିଜି କରିଛନ୍ତି।

ଡେପୁଟି ମେୟର ମଞ୍ଜୁଲତା କହଁର କହିଛନ୍ତି, ମୋତେ ଯେଉଁ ଦାୟିତ୍ୱ ଦିଆଯାଇଛି, ତାକୁ ମୁଁ ସୂଚାରୁ ରୂପେ ତୁଲାଇବି।  ମୁଁ ସମସ୍ତଙ୍କୁ ନେଇ କାମ କରିବି। ଭୁବନେଶ୍ୱର ଥିବା ଡ୍ରେନଜ ସମସ୍ୟାକୁ ଦୂର କରିବି।

୬୭ ଓ୍ୱାର୍ଡ ବିଶିଷ୍ଟ ଭୁବନେଶ୍ୱର ମହାନଗର ନିଗମରେ ବିଜେଡି ୪୮ଟି ଓ୍ୱାର୍ଡରେ ଜିତିଥିବା ବେଳେ ବିଜେପି ୧୦ ଓ ସ୍ୱାଧୀନ ପ୍ରାର୍ଥୀ ୯ଟିରେ ବିଜୟୀ ହୋଇଥିଲେ।

ସୂଚନାଯୋଗ୍ୟ, କଟକରେ ଡେପୁଟି ମେୟର ଭାବେ ଦମୟନ୍ତୀ ମାଝି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ।  ଗତକାଲି ଇ ବିବେକ ରେଡ୍ଡି ବ୍ରହ୍ମପୁର ମହାନଗର ନିଗମର ଡେପୁଟି ମେୟର ଭାବେ  ନିର୍ବାଚିତ ହୋଇଥିଲେ। ଏଥର ପୌର ନିର୍ବାଚନରେ ତିନି ମହାନଗର ନିଗମ- କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ବିଜେଡି ବାଜିମାତ୍ କରିଛି। ସବୁଠି ବିଜେଡି ପ୍ରାର୍ଥୀ ମେୟର ଓ ଡେପୁଟି ମେୟର ଭାବେ ନିର୍ବାଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story