ଆଇନ୍‌ ଉଲ୍ଲଂଘନ କରି ଜମି ହାତେଇଥିଲେ ମନୋଜ

ଭୁବନେଶ୍ୱର: ଆଜି ଯେଉଁଠି ସମ୍‌ ହସ୍ପିଟାଲ ଛିଡା ହୋଇଛି ସେଠାରେ ଇଞ୍ଜିନିୟରିଂ କଲେଜ କରିବା ପାଇଁ ଆବେଦନ କରିଥିଲେ ମନୋଜ ନାୟକ। ପରେ ଏହି ଜାଗାକୁ ହାତେଇ ସେଠାରେ ହସ୍ପିଟାଲ ନିର୍ମାଣ କରିଥିଲେ। ଏହି ଘଟଣା ଏବେ ମନୋଜଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ଭୁବନେଶ୍ୱର ବମିଖାଲ ଓ ସହିଦ୍‌ ନଗରରେ ମନୋଜଙ୍କର ଇଞ୍ଜିନିୟରିଂ କଲେଜ ଥିଲା। ସେତେବେଳେ କୌଣସି ଟ୍ରଷ୍ଟ ନଥିଲା। ସୋସାଇଟ୍‌ ମାଧ୍ୟମରେ କଲେଜ ପରିଚାଳିତ ହେଉଥିଲା। ଇଞ୍ଜିନିୟରିଂ କଲେଜ ଫିଜିବିଲିଟିକୁ ଦେଖାଇ ସେ […]

sum

sum

Rakesh Mallick
  • Published: Friday, 21 October 2016
  • Updated: 22 October 2016, 08:37 AM IST

Sports

Latest News

ଭୁବନେଶ୍ୱର: ଆଜି ଯେଉଁଠି ସମ୍‌ ହସ୍ପିଟାଲ ଛିଡା ହୋଇଛି ସେଠାରେ ଇଞ୍ଜିନିୟରିଂ କଲେଜ କରିବା ପାଇଁ ଆବେଦନ କରିଥିଲେ ମନୋଜ ନାୟକ। ପରେ ଏହି ଜାଗାକୁ ହାତେଇ ସେଠାରେ ହସ୍ପିଟାଲ ନିର୍ମାଣ କରିଥିଲେ। ଏହି ଘଟଣା ଏବେ ମନୋଜଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି।

ଭୁବନେଶ୍ୱର ବମିଖାଲ ଓ ସହିଦ୍‌ ନଗରରେ ମନୋଜଙ୍କର ଇଞ୍ଜିନିୟରିଂ କଲେଜ ଥିଲା। ସେତେବେଳେ କୌଣସି ଟ୍ରଷ୍ଟ ନଥିଲା। ସୋସାଇଟ୍‌ ମାଧ୍ୟମରେ କଲେଜ ପରିଚାଳିତ ହେଉଥିଲା। ଇଞ୍ଜିନିୟରିଂ କଲେଜ ଫିଜିବିଲିଟିକୁ ଦେଖାଇ ସେ ଜମି ପାଇଁ ଆବେଦନ କରିଥିଲେ। ବିଡିଏ ସୁପାରିଶରେ ମନୋଜଙ୍କୁ ଇଞ୍ଜିନିୟରିଂ କଲେଜ ପାଇଁ ଜମି ମିଳି ଥିଲା। ସେହି ସମୟରେ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଅନେକ ଲୋକ ଆବେଦନ କରିଥିଲେ। କିନ୍ତୁ ସେମାନଙ୍କୁ ଜମି ମିଳିନଥିଲା।

ସେପଟେ ଇଞ୍ଜିନିୟରିଂ କଲେଜ ନାଁରେ ଜମି ନେବା ପରେ ସେଠାରେ ହସ୍ପିଟାଲ ପ୍ରତିଷ୍ଠା ପାଇଁ ମନୋଜ ଆବେଦନ କରିଥିଲେ। ପ୍ରଥମେ ସେ ୫ ଏକର ପାଇଁ ଆବେଦନ କରିଥିବା ବେଳେ ୧୦ ଦିନ ପରେ ୧୫ ଏକର ଜମି ପାଇବାକୁ ଆବେଦନ କରିଥିଲେ। ଯେଉଁଥିରେ ମନୋଜଙ୍କୁ ଅନୁକମ୍ପା ଦେଖାଇ ସବୁ ଆଇନ୍‌କୁ ଜଳାଞ୍ଜଳି ଦେଇ ବଜାର ଦରଠାରୁ କମ୍‌ ଦରରେ ବିଡିଏ ଜମି ଯୋଗାଇ ଦେଇଥିଲା। ଏପରିକି ହାଇଟେନ୍‌ସନ୍‌ ଇଲେକ୍ଟ୍ରିକ୍‌ ଲାଇନ୍‌ ତଳର ଜମିକୁ ବି ଛାଡ଼ିଲେ ନାହିଁ ସମ୍‌ କର୍ତ୍ତୃପକ୍ଷ। ଏହାକୁ ଅଧା ଦାମରେ ହାତେଇ ନେଲେ। ଏହି ଜମିକୁ ଇନ୍‌ଷ୍ଟଚ୍ୟୁସନାଲ କିମ୍ୱା କମର୍ସିଆଲ୍‌ ଦରରେ ଦେବା କଥା। କିନ୍ତୁ  ବାସୋପଯୋଗୀ ଜମି ଦରରେ ଦିଆଗଲା। ସେହି ସମୟରେ ବେଆଇନ୍‌ ନିର୍ମାଣ ସମ୍ପର୍କରେ ଅଭିଯୋଗ ହେବା ପରେ ବିଡିଏ ମନୋଜଙ୍କ ବିରୋଧରେ କେଶ୍‌ ଦାୟର କରିଥିଲା। ଏପରିକି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ପଡ଼ିଆ ଓ ଜନ ସ୍ୱାସ୍ଥ୍ୟ ଜମିକୁ କୌଶଳ କରି ହାତେଇ ଥିବା ଅଭିଯୋଗ ହେଉଛି।

୨୦୦୦ ମସିହାରେ ଇଞ୍ଜିନିୟରିଂ କଲେଜ ସିଟ୍‌ ବିକ୍ରି ଅଭିଯୋଗରେ ଭୁବନେଶ୍ୱର ଖାରବେଳନଗର ଥାନାରେ ମନୋଜଙ୍କ ନାଁରେ ଅଭିଯୋଗ ହୋଇଥିଲା। କମ୍‌ ମାର୍କ ରଖିଥିବା ପିଲାମାନଙ୍କଠାରୁ ଟଙ୍କା ନେଇ ଇଞ୍ଜିନିୟରିଂ କଲେଜରେ ନାମ ଲେଖାଉଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story