କୂଳ ଖାଉଛି ସମୁଦ୍ର, ନୂତନ ମୁହାଣ ହେବା ଆଶଙ୍କା

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର):  ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍‌ ରାଜହଂସଠାରୁ ଅଳ୍ପ ଦୂରରେ କୂଳ ଖାଇଵାରେ ଲାଗିଛି ସମୁଦ୍ର। ଏହା କ୍ରମଶଃ  ସମୁଦ୍ର ପତ୍ତନଠାରୁ ପ୍ରାୟ ୩୦ଫୁଟ ଜଙ୍ଗଲ ମଧ୍ୟକୁ ପଶିଗଲାଣି। ଫଳରେ ସମୁଦ୍ର କୂଳରେ ଥିବା ଅନେକ ଝାଉଁ ଗଛ ଉପୁଡି ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି । ଏପରି ସ୍ଥିତି ଲାଗି ରହିଲେ ଖୁବ କମ୍‌ ଦିନରେ ଏଠାରେ ଏକ ପ୍ରାକୃତିକ ମୁହାଣ ସୃଷ୍ଟି  ହେବାର ମଧ୍ୟ ଆଶଙ୍କା ଦେଖାଗଲାଣି। ଯଦି ଏହି ଜାଗାରେ […]

sea000

sea000

Tapaswini Nayak
  • Published: Wednesday, 15 April 2020
  • Updated: 15 April 2020, 12:31 PM IST

କୃଷ୍ଣପ୍ରସାଦ (ଓଡ଼ିଶା ରିପୋର୍ଟର):  ପୁରୀ ଜିଲ୍ଲା  କୃଷ୍ଣପ୍ରସାଦ ବ୍ଲକ୍‌ ରାଜହଂସଠାରୁ ଅଳ୍ପ ଦୂରରେ କୂଳ ଖାଇଵାରେ ଲାଗିଛି ସମୁଦ୍ର। ଏହା କ୍ରମଶଃ  ସମୁଦ୍ର ପତ୍ତନଠାରୁ ପ୍ରାୟ ୩୦ଫୁଟ ଜଙ୍ଗଲ ମଧ୍ୟକୁ ପଶିଗଲାଣି। ଫଳରେ ସମୁଦ୍ର କୂଳରେ ଥିବା ଅନେକ ଝାଉଁ ଗଛ ଉପୁଡି ସମୁଦ୍ର ଗର୍ଭରେ ଲୀନ ହୋଇଗଲାଣି ।

ଏପରି ସ୍ଥିତି ଲାଗି ରହିଲେ ଖୁବ କମ୍‌ ଦିନରେ ଏଠାରେ ଏକ ପ୍ରାକୃତିକ ମୁହାଣ ସୃଷ୍ଟି  ହେବାର ମଧ୍ୟ ଆଶଙ୍କା ଦେଖାଗଲାଣି। ଯଦି ଏହି ଜାଗାରେ ପ୍ରାକୃତିକ ମୁହାଣ ଖୋଲେ, ତେବେ ରାଜହଂସ ସମେତ ବ୍ରହ୍ମପୁର ଏବଂ ସାତପଡା ପଞ୍ଚାୟତର କିଛି ଗ୍ରାମ ସମ୍ପୁର୍ଣ୍ଣ ରୂପେ ସମୁଦ୍ର ଗର୍ଭରେ ଲୀନ  ହୋଇଯିବ ବୋଲି ଅଞ୍ଚଳବାସୀ କହିଛନ୍ତି ।

ସୂଚନାଯୋଗ୍ୟ, ରାଜହଂସ ନିକଟ ସମୁଦ୍ର କୁଳରେ ଦୀର୍ଘ ଆଠ ମାସ ହେବ ପଡି ରହିଛି ମାଲେସିଆ ଜାହାଜ ‘ଜିନିହ୍ୱାର କଣ୍ଟେନର’।  ଏହା ସମୁଦ୍ର କୂଳର ଗୋଟିଏ ଭାଗ ଅବରୋଧ କରୁଥିବାରୁ ଅପରପାର୍ଶ୍ଵ  କୂଳ ଖାଇ ଏପରି ସ୍ଥିତି ସୃଷ୍ଟି ହୋଇଥିବା  ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story