ମାଓ ଅପରେସନରେ ବଡ଼ ସଫଳତା ମିଳିଛି: ଗୃହ ବିଭାଗର ପ୍ରମୁଖ ସଚିବ

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଜଏଣ୍ଟ ଅପରେସନ୍‌ରେ ବଡ଼ ସଫଳତା ମିଳିଛି। ଏନକାଉଣ୍ଟରରେ ୨୮ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ୧୮ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି। ବାକି ମୃତଦେହ ଶୀଘ୍ର ଚିହ୍ନଟ କରାଯିବ ବୋଲି ଗୃହ ବିଭାଗର ପ୍ରମୁଖ ସଚିବ ଅସିତ ତ୍ରିପାଠୀ ଆଜି କହିଛନ୍ତି। ସେ କହିଛନ୍ତି, “ଚିହ୍ନଟ ସମସ୍ତ ମାଓବାଦୀ ଟପ୍‌ ମାଓନେତା ଆରକେ ଗ୍ରୁପର। ଏନକାଉଣ୍ଟର ପରେ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି  ଜିଲ୍ଲାରେ ୨୪ଘଣ୍ଟିଆ ଆଲର୍ଟ ଜାରି କରାଯାଇଛି। କୋରାପୁଟ ଓ କଳାହାଣ୍ଡିରେ ସିଆରପିଏଫ୍‌, […]

asit

asit

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 03:45 PM IST

Sports

Latest News

ଭୁବନେଶ୍ୱର: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ଜଏଣ୍ଟ ଅପରେସନ୍‌ରେ ବଡ଼ ସଫଳତା ମିଳିଛି। ଏନକାଉଣ୍ଟରରେ ୨୮ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ୧୮ଜଣଙ୍କ ମୃତଦେହ ଚିହ୍ନଟ କରାଯାଇଛି। ବାକି ମୃତଦେହ ଶୀଘ୍ର ଚିହ୍ନଟ କରାଯିବ ବୋଲି ଗୃହ ବିଭାଗର ପ୍ରମୁଖ ସଚିବ ଅସିତ ତ୍ରିପାଠୀ ଆଜି କହିଛନ୍ତି।

ସେ କହିଛନ୍ତି, “ଚିହ୍ନଟ ସମସ୍ତ ମାଓବାଦୀ ଟପ୍‌ ମାଓନେତା ଆରକେ ଗ୍ରୁପର। ଏନକାଉଣ୍ଟର ପରେ ଅବିଭକ୍ତ କୋରାପୁଟ ଓ କଳାହାଣ୍ଡି  ଜିଲ୍ଲାରେ ୨୪ଘଣ୍ଟିଆ ଆଲର୍ଟ ଜାରି କରାଯାଇଛି। କୋରାପୁଟ ଓ କଳାହାଣ୍ଡିରେ ସିଆରପିଏଫ୍‌, ଏସଓଜି ଓ ବିଏସଏଫ୍‌ଙ୍କୁ ସର୍ତକ ରହିବାକୁ  ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରିରେ ଆଇଜି ଅପରେସନ୍‌, ଡିଆଇଜି ସାଉଥ୍‌-ୱେଷ୍ଟ ଓ ମାଲକାନଗିରି ଏସପି ରହି ସ୍ଥିତି ଉପରେ ନଜର ରଖିଛନ୍ତି। ପୂର୍ବ ପରି ଅଞ୍ଚଳରେ ମାଓ ଅପରେସନ୍‌ ଜାରି ରହିବ। ଏହା ସହ ମାଓ ଅପରେସନକୁ ଅଧିକ ତ୍ୱରାନିତ କରାଯିବ।”

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos