ଅପରେସନ୍ ଗ୍ରୀନହଣ୍ଟକୁ ବିରୋଧ: ୮ରେ ମାଓବାଦୀଙ୍କ ଓଡ଼ିଶା ବନ୍ଦ ଡାକରା

ନୂଆପଡ଼ା: ଆସନ୍ତା ୮ତାରିଖରେ ମେନପୁର ନୂଆପଡା ଡିଭିଜନାଲ କମିଟି ମାଓବାଦୀଙ୍କ ପକ୍ଷରୁ ଦିନିକିଆ ବନ୍ଦ ଡାକରା  ଦିଆଯାଇଛି।  ଅପରେସନ୍ ଗ୍ରୀନହଣ୍ଟର ପ୍ରତିବାଦ ସହ ଅନ୍ୟାନ୍ୟ ଦାବିରେ ଓଡ଼ିଶା ଓ ଛତିଶଗଡ଼ରେ ମାଓବାଦୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି । ଏହି ଦିନ ନୂଆପଡା, କଳାହାଣ୍ଡି, ନବରଙ୍ଗପୁରରେ ବନ୍ଦ ପାଳନ ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଶୋଷଣ ମୁକ୍ତ ସମାଜ ନିର୍ମାଣ, ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ପ୍ରଦାନ, ଗ୍ରୀନହଣ୍ଟ ନାମରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର […]

mao

mao

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 03:03 AM IST

Sports

Latest News

ନୂଆପଡ଼ା: ଆସନ୍ତା ୮ତାରିଖରେ ମେନପୁର ନୂଆପଡା ଡିଭିଜନାଲ କମିଟି ମାଓବାଦୀଙ୍କ ପକ୍ଷରୁ ଦିନିକିଆ ବନ୍ଦ ଡାକରା  ଦିଆଯାଇଛି।  ଅପରେସନ୍ ଗ୍ରୀନହଣ୍ଟର ପ୍ରତିବାଦ ସହ ଅନ୍ୟାନ୍ୟ ଦାବିରେ ଓଡ଼ିଶା ଓ ଛତିଶଗଡ଼ରେ ମାଓବାଦୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି । ଏହି ଦିନ ନୂଆପଡା, କଳାହାଣ୍ଡି, ନବରଙ୍ଗପୁରରେ ବନ୍ଦ ପାଳନ ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଶୋଷଣ ମୁକ୍ତ ସମାଜ ନିର୍ମାଣ, ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ପ୍ରଦାନ, ଗ୍ରୀନହଣ୍ଟ ନାମରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ବନ୍ଦ ଆଦି ପାଇଁ ଅଡିଓ ଟେପ୍ ମାଧ୍ୟମରେ ଦାବି ରଖିଛନ୍ତି ମାଓବାଦୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story