ଅପରେସନ୍ ଗ୍ରୀନହଣ୍ଟକୁ ବିରୋଧ: ୮ରେ ମାଓବାଦୀଙ୍କ ଓଡ଼ିଶା ବନ୍ଦ ଡାକରା

ନୂଆପଡ଼ା: ଆସନ୍ତା ୮ତାରିଖରେ ମେନପୁର ନୂଆପଡା ଡିଭିଜନାଲ କମିଟି ମାଓବାଦୀଙ୍କ ପକ୍ଷରୁ ଦିନିକିଆ ବନ୍ଦ ଡାକରା  ଦିଆଯାଇଛି।  ଅପରେସନ୍ ଗ୍ରୀନହଣ୍ଟର ପ୍ରତିବାଦ ସହ ଅନ୍ୟାନ୍ୟ ଦାବିରେ ଓଡ଼ିଶା ଓ ଛତିଶଗଡ଼ରେ ମାଓବାଦୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି । ଏହି ଦିନ ନୂଆପଡା, କଳାହାଣ୍ଡି, ନବରଙ୍ଗପୁରରେ ବନ୍ଦ ପାଳନ ପାଇଁ ସାଧାରଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି। ଶୋଷଣ ମୁକ୍ତ ସମାଜ ନିର୍ମାଣ, ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ପ୍ରଦାନ, ଗ୍ରୀନହଣ୍ଟ ନାମରେ ନିରୀହ ଲୋକଙ୍କ ଉପରେ ଅତ୍ୟାଚାର ବନ୍ଦ ଆଦି ପାଇଁ ଅଡିଓ ଟେପ୍ ମାଧ୍ୟମରେ ଦାବି ରଖିଛନ୍ତି ମାଓବାଦୀ।

ଆହୁରି ପଢ଼ନ୍ତୁ

ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ଡାକ୍ତରମାନଙ୍କୁ ଏହି ପରାମର୍ଶ ଦେଲେ ହାଇକୋର୍ଟ

୧୫ରୁ ଖୋଲିବ ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଓପିଡି

ନୂଆ କାରଖାନା ପାଇଁ ହଜାରେ ଦିନ କୋହଳ ହେବ ନିୟମ, ୨୦ ପ୍ରସ୍ତାବକୁ ମଞ୍ଜୁରୀ

ନୂଆଁଖାଇ ନବାନ୍ନ ଲାଗି ଲଗ୍ନ ନିର୍ଦ୍ଧାରଣ

୨୪ ଘଣ୍ଟା ବିତିଲା, କ୍ୟାପିଟାଲ ଥାନା ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ କରୁନି ପୁଲିସ  

ବଢୁଛି ଟେଷ୍ଟିଂ, କମୁଛି ପଜିଟିଭ୍ ସଂଖ୍ୟା

ଆରୋଗ୍ୟ ହେଲେ ୧୬୭୩ ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ଜୟଦେବ ବିହାରରେ ଏକ ହୋଟେଲର ୧୮ କର୍ମଚାରୀଙ୍କୁ କରୋନା

ଟେନ୍‌ସନ୍‌ ବଢ଼ାଇଲା ଜାଲୁଆ ସାହି, ଆଜି ପୁଣି ୨୪ ଆକ୍ରାନ୍ତ ଚିହ୍ନଟ

ଭାଇରାଲ୍ ଅଡ଼ିଓ ସହ କ’ଣ ଥିଲା ଲକ୍ଷ୍ମୀକାନ୍ତଙ୍କ ସାଲାରି ସ୍ଲିପ୍‌ର ସମ୍ପର୍କ ? କ’ଣ ଖୋଜୁଥିଲା ପୁଲିସ

ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ମିଳିବ ଜମି