ଜେଲ୍‌ରେ ଥିବା ମାଓବାଦୀଙ୍କୁ ବିଭିନ୍ନ ସୁବିଧା ଦେବା ଦାବିରେ ସିର୍ଲିଗୁଡ଼ାରେ ମାଓ ପୋଷ୍ଟର

ଭବାନୀପାଟଣା: ଭବାନୀପାଟଣା ସିର୍ଲିଗୁଡ଼ାରେ ମରାଯାଇଛି ମାଓ ପୋଷ୍ଟର।ଗାଁର ଭିନ୍ନ ଭିନ୍ନ ସ୍ଥାନରେ ଲାଗିଛି ୫ଟି ପୋଷ୍ଟର। ଜେଲ୍‌ରେ ଥିବା ମାଓବାଦୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦେବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏଥିସହ ଆସନ୍ତାକାଲି ରାଜନୈତିକ ବନ୍ଦୀ ମୁକ୍ତି ଦିବସ ଭାବେ ପାଳିବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି। ମାଓ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

Rakesh Mallick
  • Published: Tuesday, 12 September 2017
  • Updated: 12 September 2017, 10:10 AM IST

Sports

Latest News

ଭବାନୀପାଟଣା: ଭବାନୀପାଟଣା ସିର୍ଲିଗୁଡ଼ାରେ ମରାଯାଇଛି ମାଓ ପୋଷ୍ଟର।ଗାଁର ଭିନ୍ନ ଭିନ୍ନ ସ୍ଥାନରେ ଲାଗିଛି ୫ଟି ପୋଷ୍ଟର। ଜେଲ୍‌ରେ ଥିବା ମାଓବାଦୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦେବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏଥିସହ ଆସନ୍ତାକାଲି ରାଜନୈତିକ ବନ୍ଦୀ ମୁକ୍ତି ଦିବସ ଭାବେ ପାଳିବାକୁ ପୋଷ୍ଟରରେ ଆହ୍ୱାନ ଦିଆଯାଇଛି।

ମାଓ ପୋଷ୍ଟରକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story