ମାଓନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ, ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ ହୋଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଓଡ଼ିଶାର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ହୋଇଥିବା ମାମଲାର ସବିଶେଷ ତଥ୍ୟ ଜାଣିବା ପାଇଁ ସେ ଆବେଦନ କରିଥିଲେ। କେନ୍ଦ୍ରାପଡ଼ା, ବଲାଙ୍ଗିର ଓ କେଉଁଝର ଜିଲ୍ଲାରୁ କୌଣସି ତଥ୍ୟ ମିଳି ନ ଥିବା ବେଳେ ଗଜପତି ଜିଲ୍ଲା ପକ୍ଷରୁ ଭୁଲ୍ ତଥ୍ୟ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ କରି ପ୍ରତିବାଦରେ ଗତ ତିନି ଦିନ ହେଲା ଜେଲ୍ ଭିତରେ […]

shabya.sachi

shabya.sachi

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 08:48 AM IST

Sports

Latest News

ବ୍ରହ୍ମପୁର: ମାଓନେତା ସବ୍ୟସାଚୀ ପଣ୍ଡା ଅସୁସ୍ଥ ହୋଇ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଓଡ଼ିଶାର ବିଭିନ୍ନ ଥାନାରେ ତାଙ୍କ ବିରୋଧରେ ହୋଇଥିବା ମାମଲାର ସବିଶେଷ ତଥ୍ୟ ଜାଣିବା ପାଇଁ ସେ ଆବେଦନ କରିଥିଲେ। କେନ୍ଦ୍ରାପଡ଼ା, ବଲାଙ୍ଗିର ଓ କେଉଁଝର ଜିଲ୍ଲାରୁ କୌଣସି ତଥ୍ୟ ମିଳି ନ ଥିବା ବେଳେ ଗଜପତି ଜିଲ୍ଲା ପକ୍ଷରୁ ଭୁଲ୍ ତଥ୍ୟ ପ୍ରଦାନ କରାଯାଇଛି ବୋଲି ଅଭିଯୋଗ କରି ପ୍ରତିବାଦରେ ଗତ ତିନି ଦିନ ହେଲା ଜେଲ୍ ଭିତରେ ଅନଶନ ଚଳାଇଥିଲେ। ଆଜି ପୂର୍ବାହ୍ନରେ ଅସୁସ୍ଥ ହୋଇ ପଡ଼ିବାରୁ ପୁଲିସ ଏସକଟରେ ତାଙ୍କୁ ବଡ଼ ମେଡ଼ିକାଲ ଅଣାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ତେବେ ସଂପୂର୍ଣ୍ଣ ତଥ୍ୟ ନ ମିଳିବା ପର୍ଯ୍ୟନ୍ତ ସେ ତାଙ୍କ ଅନଶନ ଜାରି ରଖିବେ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story