ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ବିରୋଧ: ରାୟଗଡ଼ାର ଦୋଇକାଲୁ ଷ୍ଟେସନରେ ମାଓବାଦୀଙ୍କ ବିସ୍ଫୋରଣ

ରାୟଗଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ମାଓବାଦୀମାନେ ରାୟଗଡ଼ା ଜିଲ୍ଲା ଦୋଇକାଲୁ ଷ୍ଟେସନରେ ବିସ୍ଫୋରଣ ଘଟାଇଛନ୍ତି। ରେଳ କର୍ମଚାରୀଙ୍କୁ ଟାଣି ବାହାରକୁ ଆଣିବା ପରେ ଷ୍ଟେସନ୍‌ରେ ବିସ୍ଫୋରଣ ଘଟାଇଥିଲେ। ଏହାସହ ମାଓବାଦୀମାନେ ଷ୍ଟେସନ ମାଷ୍ଟାରଙ୍କ ୱାକିଟକିକୁ ନେଇଯାଇଛି। ମାଓବାଦୀଙ୍କ ଏହି କାଣ୍ଡ ପରେ ମୁନିଗୁଡା ଷ୍ଟେସନ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଛି। ବର୍ତ୍ତମାନ ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ ରହିଛି। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ୧୫ରୁ ୨୦ […]

pm

pm

Rakesh Mallick
  • Published: Friday, 31 March 2017
  • Updated: 31 March 2017, 11:09 PM IST

Sports

Latest News

ରାୟଗଡ଼ା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ମାଓବାଦୀମାନେ ରାୟଗଡ଼ା ଜିଲ୍ଲା ଦୋଇକାଲୁ ଷ୍ଟେସନରେ ବିସ୍ଫୋରଣ ଘଟାଇଛନ୍ତି। ରେଳ କର୍ମଚାରୀଙ୍କୁ ଟାଣି ବାହାରକୁ ଆଣିବା ପରେ ଷ୍ଟେସନ୍‌ରେ ବିସ୍ଫୋରଣ ଘଟାଇଥିଲେ। ଏହାସହ ମାଓବାଦୀମାନେ ଷ୍ଟେସନ ମାଷ୍ଟାରଙ୍କ ୱାକିଟକିକୁ ନେଇଯାଇଛି। ମାଓବାଦୀଙ୍କ ଏହି କାଣ୍ଡ ପରେ ମୁନିଗୁଡା ଷ୍ଟେସନ୍‌ରେ ଅନେକ ଟ୍ରେନ୍‌ ଅଟକି ରହିଛି। ବର୍ତ୍ତମାନ ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ ରହିଛି।

ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ୧୫ରୁ ୨୦ ମାଓବାଦୀ ଆସି ପ୍ରଥମେ ଅଫିସ୍‌ରେ ଭଙ୍ଗାରୁଜୁ କରିଥିଲେ। ଏହାପରେ ଷ୍ଟେସନ୍‌ ମାଷ୍ଟରଙ୍କୁ ବାହାରକୁ ଟାଣି ଆଣି ତାଙ୍କ ୱାକିଟକି ନେଇଯିବା ସହ ବିସ୍ଫୋରଣ ଘଟାଇଥିଲେ। ପରେ ମାଓବାଦୀମାନେ ଷ୍ଟେସନ୍‌ ମାଷ୍ଟରଙ୍କୁ ଛାଡିଦେବା ସହ ମୋଦିଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରି ବ୍ୟାନର ଓ ପୋଷ୍ଟର ମାରି ଚାଲିଯାଇଥିଲେ।

ବିସ୍ଫୋରଣ ପରେ ବିଭିନ୍ନ ଷ୍ଟେସନରେ ଏକାଧିକ ଟ୍ରେନ୍‌ ଅଟକି ରହିଛି। ନର୍ଲା ରୋଡ଼ରେ ରାଉରକେଲା-କୋରାପୁଟ ଏକ୍ସପ୍ରେସ ଅଟକି ରହିଛି। ସେହିପରି ପୁରୀ-ଅହମ୍ମଦାବାଦ, ଏର୍ଣ୍ଣାକୁଲମ୍‌-ହାତିଆ ଏକ୍ସପ୍ରେସ ବିଶାଖାପାଟଣା-ଦୁର୍ଗ, କୋରାପୁଟ-ସମ୍ବଲପୁର ପ୍ୟାସେଞ୍ଜର ଟ୍ରେନ୍‌ ଅଟକି ରହିଛି।

ମାଓବାଦୀମାନେ ଛାଡି ଯାଇଥିବା ପୋଷ୍ଟରେ ଅଣଓଡ଼ିଆ ପୋଲିସ ଅଧିକରୀଙ୍କ ନିଯୁକ୍ତିକୁ ବିରୋଧ କରିଛନ୍ତି। ଏହାସହ ଅଣଓଡ଼ିଆ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତିକୁ ମଧ୍ୟ ବିରୋଧ କରାଯାଇଛି। ଏହି ଅଣଓଡ଼ିଆ ଅଧିକାରୀମାନେ ଓଡ଼ିଶାର ଲୋକଙ୍କୁ ଶୋଷଣ ଓ ଦମନ କରୁଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ଏହାସହ ସିଆରପିଏଫ୍‌ ଓ ବିଏସ୍‌ଏଫ୍‌ରେ ଅଣଓଡ଼ିଆ ଯବାନ ଥିବା ଉଲ୍ଲେଖ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story