ସିମନବାଡ଼ି-ବୁଡ଼ାଗୁଡାରେ ମାଓ ବ୍ୟାନର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସିମନବାଡ଼ି-ବୁଡ଼ାଗୁଡା ରାସ୍ତାର ବିଭିନ୍ନ ସ୍ଥାନରେ ମାଓ ବ୍ୟାନର ଲଗାଯାଇଛି।  ଘୁମୁସର ନାଗାବଳି ଡିଭିଜନ ପକ୍ଷରୁ ଏହି ବ୍ୟାନର ଲଗାଯାଇଛି। ଆଜିଠାରୁ ସପ୍ତାହ ବ୍ୟାପୀ ସିପିଆଇ ମାଓବାଦୀର ପ୍ରତିଷ୍ଠା ଦିବସ ପାଳନ କରିବାକୁ ବ୍ୟାନରରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ ଯେ, ସେପ୍ଟେମ୍ୱର ୧୨ ତାରିଖରେ ଭବାନୀପାଟଣା ସିର୍ଲିଗୁଡ଼ା ଗାଁର ଭିନ୍ନ ଭିନ୍ନ ସ୍ଥାନରେ ଲାଗିଥିଲା ୫ଟି ମାଓ ପୋଷ୍ଟର। ଜେଲ୍‌ରେ ଥିବା ମାଓବାଦୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦେବାକୁ ପୋଷ୍ଟରରେ ଉଲ୍ଲେଖ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ଦାବି ମାନିନିଅନ୍ତୁ ସରକାର: କଂଗ୍ରେସ

ଶାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ମନୋଜ ପଣ୍ଡାଙ୍କ ବିୟୋଗ

୨ ଲକ୍ଷ ପିଲାଙ୍କ ପାଇଁ ପରୀକ୍ଷା କରିବା ସମ୍ଭବ ନୁହେଁ: କେନ୍ଦ୍ରକୁ ଜଣାଇଲା ଓଡ଼ିଶା

ସଚିବସ୍ତରୀୟ ବୈଠକ: ମହାମାରୀରେ ବି ରାଜ୍ୟର ଅଣଟିକସ ରାଜସ୍ୱ ବୃଦ୍ଧି

କେଉଁ ଫର୍ମୁଲାକୁ ଅପଣାଇବେ ସରକାର? ସ୍କୁଲ ଖୋଲିଲେ ନିଷ୍ପତ୍ତି

କେନ୍ଦ୍ରାପଡ଼ାବାସୀଙ୍କୁ ଖୁସି ଖବର ଦେଲେ ବୈଜୟନ୍ତ

ବିଜେଡିକୁ ମିଳୁନାହାନ୍ତି ଦକ୍ଷ-ସ୍ୱଚ୍ଛ ଯୁବ ଓ ଛାତ୍ର ମୁଖିଆ, କସରତ ଜାରି

ମୋ ହାତରେ ଲାଗିଛି ପ୍ରମାଣ, ସବୁ ଖୋଲାସା କରିବି

ମଦ୍ୟପଙ୍କ ମନର ବେଦନା ଶୁଣିଲେ ସରକାର! ରେଟ୍‌ କମିଲା

ଆରୋଗ୍ୟ ହେଲେ ୪୦୧ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

ହୋଲଡିଂ ଟିକସ ରିହାତି ଅବଧି ଅଗଷ୍ଟ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଦଳୀୟ କାର୍ଯ୍ୟକ୍ରମରେ ମନ୍ତ୍ରୀ ମାନିଲେନି ସାମାଜିକ ଦୂରତ୍ୱ