ଠିକା ସଂସ୍ଥାର ୩ ଟ୍ରାକ୍ଟର ଜାଳି ଦେଲେ ମାଓବାଦୀ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୁଗସାଏପାଟଣା ପଞ୍ଚାୟତ ଅନ୍ତର୍ଗତ ମିଆଙ୍ଗପଦର ଗାଁରେ ମାଓବାଦୀମାନେ ଏକ ଠିକା ସଂସ୍ଥା ଉପରେ ଆକ୍ରମଣ କରି ୩ଟି ଟ୍ରାକ୍ଟର ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ମାଓବାଦୀମାନେ ଏକ ପୋଷ୍ଟର ମଧ୍ୟ ମାରିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

maoist

maoist

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 12:51 PM IST

Sports

Latest News

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଯୁଗସାଏପାଟଣା ପଞ୍ଚାୟତ ଅନ୍ତର୍ଗତ ମିଆଙ୍ଗପଦର ଗାଁରେ ମାଓବାଦୀମାନେ ଏକ ଠିକା ସଂସ୍ଥା ଉପରେ ଆକ୍ରମଣ କରି ୩ଟି ଟ୍ରାକ୍ଟର ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ମାଓବାଦୀମାନେ ଏକ ପୋଷ୍ଟର ମଧ୍ୟ ମାରିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos