‘ମାର୍ଚ୍ଚ ୩୧ ସୁଦ୍ଧା ଏନ୍‌ଏଚ୍‌ ପାର୍ଶ୍ୱରୁ ହଟିବ ମଦ ଦୋକାନ’

ଭୁବନେଶ୍ୱର: ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜାତୀୟ ରାଜପଥ ପାର୍ଶ୍ୱରୁ ହଟିବ ସମସ୍ତ ମଦ ଦୋକାନ। ମଦ ଦୋକାନ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏନ୍‌ଏଚ୍‌ ପାର୍ଶ୍ୱରେ ଥିବା ୧୭୧୨ ମଦ ଦୋକାନ ନହଟିଲେ ଏପ୍ରିଲ ୧ ତାରିଖରେ ବନ୍ଦ କରି ଦିଆଯିବ।

AP-Padhi

AP-Padhi

Rakesh Mallick
  • Published: Friday, 03 March 2017
  • Updated: 03 March 2017, 09:58 PM IST

Sports

Latest News

ଭୁବନେଶ୍ୱର: ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଜାତୀୟ ରାଜପଥ ପାର୍ଶ୍ୱରୁ ହଟିବ ସମସ୍ତ ମଦ ଦୋକାନ। ମଦ ଦୋକାନ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଏନ୍‌ଏଚ୍‌ ପାର୍ଶ୍ୱରେ ଥିବା ୧୭୧୨ ମଦ ଦୋକାନ ନହଟିଲେ ଏପ୍ରିଲ ୧ ତାରିଖରେ ବନ୍ଦ କରି ଦିଆଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos