କାଟଜୁଙ୍କ ନାଁରେ ଫୌଜ୍‌ଦାରୀ ମାମଲା

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ଓଡ଼ିଶା ଓ ଓଡ଼ିଆଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ସାମାଲୋଚିତ ହୋଇଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ତଥା ପୂର୍ବତନ ପ୍ରେସ୍‌ କାଉନ୍‌ସିଲର ଅଧ୍ୟକ୍ଷ ମାର୍କଣ୍ଡେୟ କାଟଜୁଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଜଣେ ଆଇନ୍‌ଜୀବୀଙ୍କ ଆବେଦନ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ପୂର୍ବରୁ କଳିଙ୍ଗ ସେନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା।

କାଟ୍‌ଜୁଙ୍କୁ ଓଡ଼ିଆଙ୍କ ବିଷୟରେ ଲେଖିବାକୁ ଯାଇଥିବାବେଳେ ସେ ଫେସ୍‌ବୁକ୍‌ରେ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିଥିଲେ। ଯାହାକୁ ନେଇ ସମଗ୍ର ରାଜ୍ୟର ଉତ୍ତେଜନା ଦେଖାଦେଇଥିଲା। କେତେକ ସ୍ଥାନରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ସେ ଫେସ୍‌ବୁକ୍‌ରେ ଆଉ ଏକ ପୋଷ୍ଟ କରି କ୍ଷମା ପ୍ରାର୍ଥନା କରିଥିଲେ।

ଆହୁରି ପଢ଼ନ୍ତୁ

ବିଜେଡି ବିରୁଦ୍ଧରେ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହେଲା କଂଗ୍ରେସ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ସରପଞ୍ଚଙ୍କ ବାପାଙ୍କୁ ହାଣିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତିଲେ ମା’ ଓ ଭାଇ

ଭୁବନେଶ୍ୱରରେ ସରିଲା, ଦଶହରା ପରେ କଟକ ଓ ପୁରୀରେ ସେରୋ ସର୍ଭେ

ରକ୍ତମୁଖା ଜମି ପିଇଲା ୩ ଜଣଙ୍କ ରକ୍ତ

ମନୁଷ୍ୟକୃତ ବନ୍ୟା: ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଲୋକାଯୁକ୍ତଙ୍କ ନୋଟିସ୍‌

ରାତି ପାହିଲେ ମହାଷଷ୍ଠୀ ,ଏଥର ସୁନା ଚାନ୍ଦିରେ ଝଟକିବେନି ମା ’

କାମ ମିଳିନାହିଁ, ଶେଷରେ ଦିନ ମଜୁରିଆ ସାଜିଲେ ଇଞ୍ଜିନିୟର

କାଲି ଏହି ୧୫ ମିନିଟ୍‌ ପାଇଁ ବିଜୁଳି ନ ଜାଳିବାକୁ ଆହ୍ୱାନ

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

କାଲି ଅବପାତ ରୂପ ନେବ ଲଘୁଚାପ !

ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି