କାଟଜୁଙ୍କ ନାଁରେ ଫୌଜ୍‌ଦାରୀ ମାମଲା

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ଓଡ଼ିଶା ଓ ଓଡ଼ିଆଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ସାମାଲୋଚିତ ହୋଇଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ତଥା ପୂର୍ବତନ ପ୍ରେସ୍‌ କାଉନ୍‌ସିଲର ଅଧ୍ୟକ୍ଷ ମାର୍କଣ୍ଡେୟ କାଟଜୁଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଜଣେ ଆଇନ୍‌ଜୀବୀଙ୍କ ଆବେଦନ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ପୂର୍ବରୁ କଳିଙ୍ଗ ସେନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା। କାଟ୍‌ଜୁଙ୍କୁ ଓଡ଼ିଆଙ୍କ ବିଷୟରେ ଲେଖିବାକୁ ଯାଇଥିବାବେଳେ ସେ ଫେସ୍‌ବୁକ୍‌ରେ ବିବାଦୀୟ ମନ୍ତବ୍ୟ ପୋଷ୍ଟ […]

katuj

katuj

Rakesh Mallick
  • Published: Monday, 17 October 2016
  • Updated: 17 October 2016, 09:47 PM IST

Sports

Latest News

ଭୁବନେଶ୍ୱର: ଫେସ୍‌ବୁକ୍‌ରେ ଓଡ଼ିଶା ଓ ଓଡ଼ିଆଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେଇ ସାମାଲୋଚିତ ହୋଇଥିବା ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ତଥା ପୂର୍ବତନ ପ୍ରେସ୍‌ କାଉନ୍‌ସିଲର ଅଧ୍ୟକ୍ଷ ମାର୍କଣ୍ଡେୟ କାଟଜୁଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଫୌଜଦାରୀ ମାମଲା ରୁଜୁ ହୋଇଛି। ଜଣେ ଆଇନ୍‌ଜୀବୀଙ୍କ ଆବେଦନ ଆଧାରରେ ଏହି ମାମଲା ରୁଜୁ କରାଯାଇଛି। ପୂର୍ବରୁ କଳିଙ୍ଗ ସେନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା।

କାଟ୍‌ଜୁଙ୍କୁ ଓଡ଼ିଆଙ୍କ ବିଷୟରେ ଲେଖିବାକୁ ଯାଇଥିବାବେଳେ ସେ ଫେସ୍‌ବୁକ୍‌ରେ ବିବାଦୀୟ ମନ୍ତବ୍ୟ ପୋଷ୍ଟ କରିଥିଲେ। ଯାହାକୁ ନେଇ ସମଗ୍ର ରାଜ୍ୟର ଉତ୍ତେଜନା ଦେଖାଦେଇଥିଲା। କେତେକ ସ୍ଥାନରେ ତାଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ପରେ ସେ ଫେସ୍‌ବୁକ୍‌ରେ ଆଉ ଏକ ପୋଷ୍ଟ କରି କ୍ଷମା ପ୍ରାର୍ଥନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos