କୁକୁଡ଼ା କାଉଣ୍ଟର ଉପରକୁ ବୋମାମାଡ଼, ଜଣେ ଆହତ

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲକ୍‌ ଛକ ନିକଟସ୍ଥ ଏକ କୁକୁଡ଼ା କାଉଣ୍ଟରକୁ ଆଜି କିଛି ଦୁର୍ବୁତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ କାଉଣ୍ଟରର ଜଣେ କର୍ମଚାରୀ ବଲ୍ଲଭ ଯେନା ଆହତ ହୋଇଛନ୍ତି। ତାଙ୍କୁ ମାର୍ଶାଘାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

boma-mada

boma-mada

Rakesh Mallick
  • Published: Saturday, 12 November 2016
  • Updated: 12 November 2016, 11:45 AM IST

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଲକ୍‌ ଛକ ନିକଟସ୍ଥ ଏକ କୁକୁଡ଼ା କାଉଣ୍ଟରକୁ ଆଜି କିଛି ଦୁର୍ବୁତ୍ତ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି। ଏହି ଘଟଣାରେ କାଉଣ୍ଟରର ଜଣେ କର୍ମଚାରୀ ବଲ୍ଲଭ ଯେନା ଆହତ ହୋଇଛନ୍ତି। ତାଙ୍କୁ ମାର୍ଶାଘାଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos