ମରୁଡ଼ି ଅନୁଧ୍ୟାନ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରାଳୟରକୁ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ମରୁଡ଼ି ଅନୁଧ୍ୟାନ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ କେ. ଏସ୍. ଶ୍ରୀନିବାସଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ଓଡ଼ିଶାକୁ ମରୁଡ଼ି ସହାୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଇନପୁଟ ସବସିଡ ଓ ଏନଆରଇଜିଏସ ଗାଇଡଲାଇନ ପରିବର୍ତ୍ତନ ନେଇ ରାଜ୍ୟ ସରକାର କରିଥିବା ଦାବିକୁ ବିଚାର କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କୃଷି ଋଣ ଆଦାୟ ସ୍ଥଗିତ ରଖିବା ସମେତ ଓଡ଼ିଶା […]

dharmendra

dharmendra

Rakesh Mallick
  • Published: Friday, 11 December 2015
  • Updated: 11 December 2015, 05:38 PM IST

Sports

Latest News

ଭୁବନେଶ୍ୱର: ମରୁଡ଼ି ଅନୁଧ୍ୟାନ ରିପୋର୍ଟ ଶୀଘ୍ର ପ୍ରଦାନ କରିବାକୁ କେନ୍ଦ୍ର କୃଷି ମନ୍ତ୍ରାଳୟର ଯୁଗ୍ମ ସଚିବ କେ. ଏସ୍. ଶ୍ରୀନିବାସଙ୍କୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ଓଡ଼ିଶାକୁ ମରୁଡ଼ି ସହାୟତା ପ୍ରଦାନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଇନପୁଟ ସବସିଡ ଓ ଏନଆରଇଜିଏସ ଗାଇଡଲାଇନ ପରିବର୍ତ୍ତନ ନେଇ ରାଜ୍ୟ ସରକାର କରିଥିବା ଦାବିକୁ ବିଚାର କରାଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। କୃଷି ଋଣ ଆଦାୟ ସ୍ଥଗିତ ରଖିବା ସମେତ ଓଡ଼ିଶା ସରକାରଙ୍କ ଅନ୍ୟାନ୍ୟ ଦାବି ଉପରେ ବିଚାର କରିବା ଲାଗି ସେ କହିଛନ୍ତି। ରାଜ୍ୟ ମରୁଡ଼ି ସ୍ଥିତି ଅନୁଧ୍ୟାନ ପାଇଁ ଓଡ଼ିଶା ଆସିଥିବା କେନ୍ଦ୍ରୀୟ ଟିମର ମୁଖ୍ୟ କେ.ଏସ. ଶ୍ରୀନିବାସ ଆଜି ଧର୍ମେନ୍ଦ୍ରଙ୍କୁ ସାକ୍ଷାତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos