ମରୁଡ଼ି ପ୍ରଭାବିତ ଅଞ୍ଚଳର ଗାଁ ଓ ପଞ୍ଚାୟତସ୍ତରରେ ସଚେତନତା ଶିବିର କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳର ଗାଁ ଓ ପଞ୍ଚାୟତସ୍ତରରେ ସଚେତନତା ଓ କାଉନସେଲିଂ ଶିବିର କରିବାକୁ ଜିଲ୍ଲାପାଳ ଓ ଆରଡିସିମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ, କୃଷି, ସମବାୟ ଓ ଜଳସମ୍ପଦ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନେଇ ତୁରନ୍ତ ଟିମ୍ ଗଠନ କରିବାକୁ ଚିଠିରେ କୁହାଯାଇଛି। ଏହି ଟିମ୍ ପ୍ରଭାବିତ ଗାଁ ଓ ପଞ୍ଚାୟତରେ କାଉନସେଲିଂ ଓ ସଚେତନତା ଶିବିରର  ଆୟୋଜନ କରିବେ। ସମସ୍ତ ତହସିଲଦାର,  ବିଡିଓ ଏବଂ କୃଷି, ସମବାୟ ଏବଂ ଜଳସମ୍ପଦ […]

gokula pati

gokula pati

Rakesh Mallick
  • Published: Saturday, 07 November 2015
  • Updated: 07 November 2015, 06:01 PM IST

Sports

Latest News

ଭୁବନେଶ୍ୱର: ମରୁଡ଼ି ପ୍ରଭାବିତ ଅଞ୍ଚଳର ଗାଁ ଓ ପଞ୍ଚାୟତସ୍ତରରେ ସଚେତନତା ଓ କାଉନସେଲିଂ ଶିବିର କରିବାକୁ ଜିଲ୍ଲାପାଳ ଓ ଆରଡିସିମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ, କୃଷି, ସମବାୟ ଓ ଜଳସମ୍ପଦ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନେଇ ତୁରନ୍ତ ଟିମ୍ ଗଠନ କରିବାକୁ ଚିଠିରେ କୁହାଯାଇଛି। ଏହି ଟିମ୍ ପ୍ରଭାବିତ ଗାଁ ଓ ପଞ୍ଚାୟତରେ କାଉନସେଲିଂ ଓ ସଚେତନତା ଶିବିରର  ଆୟୋଜନ କରିବେ। ସମସ୍ତ ତହସିଲଦାର,  ବିଡିଓ ଏବଂ କୃଷି, ସମବାୟ ଏବଂ ଜଳସମ୍ପଦ ବିଭାଗର ବରିଷ୍ଠ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ପ୍ରତିଦିନ ଏଭଳି ୧୦ଟି ଶିବିରକୁ ପରିଦର୍ଶନ କରି  ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। ସେହିପରି ଏହି ଟିମ୍ ରାଜ୍ୟ ସରକାରଙ୍କ ମରୁଡି ପ୍ୟାକେଜ୍ ଓ ଅନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇବେ। ସେମାନେ ସ୍ଥାନୀୟ ମହାଜନୀ କାରବାର ଉପରେ ନଜର ରଖିବା ସହ ଋଣ ନିର୍ଯାତନା ସମ୍ପର୍କିତ ଘଟଣା ବିଷୟରେ ତୁରନ୍ତ ପୋଲିସକୁ ଜଣାଇବେ। ପ୍ରଭାବିତ ଗାଁରେ ଚାଷୀ ଏବଂ ପ୍ରଶାସନ ମଧ୍ୟରେ ସମନ୍ୱୟ ଲାଗି କୃଷି କ୍ଲବ ପ୍ରତିଷ୍ଠା କରିବାକୁ ଏହି ଟିମ୍ ପଦକ୍ଷେପ ନେବେ ବୋଲି ମୁଖ୍ୟ ଶାସନ ସଚିବ ଗୋକୁଳ ଚନ୍ଦ୍ର ପତି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏଣିକି ଆତ୍ମହତ୍ୟାର ରିପୋର୍ଟ ୨୪ ଘଣ୍ଟା ଭିତରେ ଗୃହ ବିଭାଗକୁ ଦେବା ସହ ଏହାର ନକଲ କୃଷି ବିଭାଗକୁ ଦେବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story