ଅତିରିକ୍ତ ୫୧୧ କୋଟି ଟଙ୍କା ମରୁଡି ସହାୟତା ଦେବାକୁ କେନ୍ଦ୍ର ନିକଟରେ ଦାବି କଲେ ସରକାର

ଭୁବନେଶ୍ୱର: ମରୁଡ଼ି ସହାୟତା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅତିରିକ୍ତ ସହାୟତା ନେଇ ଦାବିପତ୍ର ଦେଇଛନ୍ତି। ପୂର୍ବରୁ ୧ ହଜାର ୬୮୭ କୋଟି ଟଙ୍କ।ର ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ମାଗାଯାଇଥିଲା। ଏବେ ଆଉ ୫୧୧ କୋଟି ଟଙ୍କ। ବଢ଼ାଇ ମୋଟ ୨ ହଜାର ୧୯୯ କୋଟି ଟଙ୍କ।ର ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ସେହିପରି ପୂର୍ବ ରିପୋର୍ଟରେ ରାଜ୍ୟର ୨୫ଟି ଜିଲ୍ଲାର ୧୭୩ ବ୍ଲକ ମରୁଡ଼ି ପ୍ରଭାବିତ ବୋଲି ଦର୍ଶାଇଥିଲେ। ଏବେ ୨୬ଟି ଜିଲ୍ଲାର […]

mayurbhanja-marudi

mayurbhanja-marudi

Rakesh Mallick
  • Published: Friday, 04 December 2015
  • Updated: 04 December 2015, 05:37 PM IST

Sports

Latest News

ଭୁବନେଶ୍ୱର: ମରୁଡ଼ି ସହାୟତା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅତିରିକ୍ତ ସହାୟତା ନେଇ ଦାବିପତ୍ର ଦେଇଛନ୍ତି। ପୂର୍ବରୁ ୧ ହଜାର ୬୮୭ କୋଟି ଟଙ୍କ।ର ସହାୟତା ରାଜ୍ୟ ସରକାରଙ୍କ ପକ୍ଷରୁ ମାଗାଯାଇଥିଲା। ଏବେ ଆଉ ୫୧୧ କୋଟି ଟଙ୍କ। ବଢ଼ାଇ ମୋଟ ୨ ହଜାର ୧୯୯ କୋଟି ଟଙ୍କ।ର ସହାୟତା ଯୋଗାଇ ଦେବାକୁ ଦାବି କରାଯାଇଛି। ସେହିପରି ପୂର୍ବ ରିପୋର୍ଟରେ ରାଜ୍ୟର ୨୫ଟି ଜିଲ୍ଲାର ୧୭୩ ବ୍ଲକ ମରୁଡ଼ି ପ୍ରଭାବିତ ବୋଲି ଦର୍ଶାଇଥିଲେ। ଏବେ ୨୬ଟି ଜିଲ୍ଲାର ୨୧୫ଟି ବ୍ଲକ ମରୁଡ଼ି ପ୍ରଭାବିତ ବୋଲି ରାଜ୍ୟ ସରକାର ଦର୍ଶାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos