ମାସିକ ୪ ଦିନ ଜିଲ୍ଲା ଗସ୍ତକରି ଉନ୍ନୟନ କାର୍ଯ୍ୟ ତଦାରଖ କରିବେ ମନ୍ତ୍ରୀ ଓ ସଚିବ

ଭୁବନେଶ୍ୱର: ମାସକୁ ୪ ଦିନ ଜିଲ୍ଲା ଗସ୍ତରେ ଯାଇ ଉନ୍ନୟନ ଓ କଲ୍ୟାଣ କାର୍ଯ୍ୟକ୍ରମର ତଦାରଖ କରିବେ ମନ୍ତ୍ରୀ ଓ ସଚିବ। ଗୁରୁବାର ସଚିବାଳୟରେ କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର ବିକାଶ କାମ ସମୀକ୍ଷା ଅବସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ମାସର ପ୍ରଥମ ସପ୍ତାହରେ ୪ ଦିନ ମନ୍ତ୍ରୀ ଓ ସଚିବମାନେ ସଚିବାଳୟରେ ନ ରହି ଜିଲ୍ଲା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଆସନ୍ତା ନଭେମ୍ୱର ପହିଲାରୁ ଏହି ନିଷ୍ପତ୍ତି […]

Naveen_Patnaik

Naveen_Patnaik

Rakesh Mallick
  • Published: Friday, 16 October 2015
  • Updated: 16 October 2015, 04:45 AM IST

Sports

Latest News

ଭୁବନେଶ୍ୱର: ମାସକୁ ୪ ଦିନ ଜିଲ୍ଲା ଗସ୍ତରେ ଯାଇ ଉନ୍ନୟନ ଓ କଲ୍ୟାଣ କାର୍ଯ୍ୟକ୍ରମର ତଦାରଖ କରିବେ ମନ୍ତ୍ରୀ ଓ ସଚିବ। ଗୁରୁବାର ସଚିବାଳୟରେ କନ୍ଧମାଳ ଓ ନୂଆପଡ଼ା ଜିଲ୍ଲାର ବିକାଶ କାମ ସମୀକ୍ଷା ଅବସରରେ ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତି ମାସର ପ୍ରଥମ ସପ୍ତାହରେ ୪ ଦିନ ମନ୍ତ୍ରୀ ଓ ସଚିବମାନେ ସଚିବାଳୟରେ ନ ରହି ଜିଲ୍ଲା ଗସ୍ତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଆସନ୍ତା ନଭେମ୍ୱର ପହିଲାରୁ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ପ୍ରତି ମାସର ପ୍ରଥମ ସପ୍ତାହରେ କୌଣସି ବୈଠକ ହେବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଏହି ବୈଠକରେ ଆସନ୍ତାବର୍ଷ ଅକ୍ଟୋବର ୧୫ ତାରିଖ ସୁଦ୍ଧା ନୂଆପଡ଼ା, କନ୍ଧମାଳ, ମାଲକାନରି ଓ ନବରଙ୍ଗପୁର ଜିଲ୍ଲାରେ ଗ୍ରାମ୍ୟ ବିଦ୍ୟୁତକରଣ କାର୍ଯ୍ୟକ୍ରମ ଶତପ୍ରତିଶତ ସଂପୂର୍ଣ୍ଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story