ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଇ ଗେରୁଆ ମାତା ହଟହଟା

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ଯାଇପାରିବ ନାହିଁ। ଏଥିପାଇଁ ମନ୍ଦିର ପ୍ରଶାସନ କଟଣା ଜାରି କରିଛି। ଏହା ସତ୍ତ୍ୱେ ଜଣେ ସାଧ୍ୱୀ ଆଜି ସ୍ମାର୍ଟ ଧରି ଶ୍ରୀମନ୍ଦିର ଭିତରକୁ ଯାଇ ହଟହଟା ହୋଇଛନ୍ତି। ଧରି ପଡ଼ିବା ପରେ ତାଙ୍କୁ ସୁରକ୍ଷା କର୍ମୀ ଚେକ୍‌ କରିନଥିବା କହିଥିଲେ। ବୃନ୍ଦାବନରୁ ଆସିଥିବା ସାଧ୍ୱୀ ଲକ୍ଷ୍ମୀପ୍ରିୟା ଆଜି ସ୍ମାର୍ଟ ଧରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଜାଣିପାରି ତାଙ୍କଠାରୁ ୨ଟି ମୋବାଇଲ ଫୋନ୍ ଜବତ କରିଥିଲେ। […]

mamta

mamta

Rakesh Mallick
  • Published: Wednesday, 10 January 2018
  • Updated: 10 January 2018, 08:24 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ଯାଇପାରିବ ନାହିଁ। ଏଥିପାଇଁ ମନ୍ଦିର ପ୍ରଶାସନ କଟଣା ଜାରି କରିଛି। ଏହା ସତ୍ତ୍ୱେ ଜଣେ ସାଧ୍ୱୀ ଆଜି ସ୍ମାର୍ଟ ଧରି ଶ୍ରୀମନ୍ଦିର ଭିତରକୁ ଯାଇ ହଟହଟା ହୋଇଛନ୍ତି। ଧରି ପଡ଼ିବା ପରେ ତାଙ୍କୁ ସୁରକ୍ଷା କର୍ମୀ ଚେକ୍‌ କରିନଥିବା କହିଥିଲେ।

ବୃନ୍ଦାବନରୁ ଆସିଥିବା ସାଧ୍ୱୀ ଲକ୍ଷ୍ମୀପ୍ରିୟା ଆଜି ସ୍ମାର୍ଟ ଧରି ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀମାନେ ଜାଣିପାରି ତାଙ୍କଠାରୁ ୨ଟି ମୋବାଇଲ ଫୋନ୍ ଜବତ କରିଥିଲେ। ଏପରିକି ମୋବାଇଲ କଟକଣା ନେଇ ଜାରି ହୋଇଥିବା ନିୟମ ଅନୁସାରେ ତାଙ୍କୁ ୨ ହଜାର ଟଙ୍କା ଜରିମାନା କରିଥିଲେ। ତେବେ ସାଧ୍ୱୀଙ୍କ ପାଖରେ ଏତେ ଟଙ୍କା ନଥିବାରୁ ସେ ଜରିମାନା ଦେବାକୁ ମନା କରିଥିଲେ। ମୋବାଇଲରେ ଉଠାଯାଇଥିବା ସମସ୍ତ ଫଟୋ ଡିଲିଟ୍ କରି ମୋବାଇଲ ଫେରାଇ ଦେବାକୁ ଦାବି କରିଥିଲା ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ।

ସାଧ୍ୱୀ ଲକ୍ଷ୍ମୀପ୍ରିୟା କହିଛନ୍ତି-“ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ମନ୍ଦିର ଭିତରକୁ ଯାଇଥିଲି। ମାତ୍ର କୌଣସି ସୁରକ୍ଷା କର୍ମୀ ତାଙ୍କୁ ଚେକ୍‌ କରିନଥିଲେ। ତେବେ ମନ୍ଦିରରୁ ବାହାରିବା ବେଳେ ଫୋନ୍‌ ବାଜିବାରୁ ମୋତେ ଧରିଥିଲେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story