‘ମାଟ୍ରିକ ପ୍ରଶ୍ନପତ୍ର ଲିକ୍‌ ହୋଇନି, ୧୦ଟା ପରେ ଭାଇରାଲ୍‌ ହୋଇଛି’

ଭୁବନେଶ୍ୱର/ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇନି। ସକାଳ ୧୦ଟାରେ ପରେ ଭାଇରାଲ୍‌ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ନେଇ ଯେଉଁମାନେ ପ୍ରଚାର କରୁଛନ୍ତି, ଠିକ୍‌ କହୁନାହାନ୍ତି। ପିଲାମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଗୋଟିଏ ମନ୍ଦ ଉଦ୍ଦେଶ୍ୟ ରଖି ଏପରି ପ୍ରଚାର କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ସେ କହିଛନ୍ତି-“ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌କୁ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚର ଆଡିସିନାଲ ଡିଜି ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ପରେ […]

matric question viral

matric question viral

Rakesh Mallick
  • Published: Monday, 26 February 2018
  • Updated: 26 February 2018, 06:00 PM IST

Sports

Latest News

ଭୁବନେଶ୍ୱର/ଆନନ୍ଦପୁର(ଓଡ଼ିଶା ରିପୋର୍ଟର): ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇନି। ସକାଳ ୧୦ଟାରେ ପରେ ଭାଇରାଲ୍‌ ହୋଇଛି। ପ୍ରଶ୍ନପତ୍ର ଲିକ୍‌ ନେଇ ଯେଉଁମାନେ ପ୍ରଚାର କରୁଛନ୍ତି, ଠିକ୍‌ କହୁନାହାନ୍ତି। ପିଲାମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବ। ଗୋଟିଏ ମନ୍ଦ ଉଦ୍ଦେଶ୍ୟ ରଖି ଏପରି ପ୍ରଚାର କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷାମନ୍ତ୍ରୀ ବଦ୍ରିନାରାୟଣ ପାତ୍ର।

ସେ କହିଛନ୍ତି-“ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌କୁ ଦାୟିତ୍ୱ ଦିଆଯାଇଛି। କ୍ରାଇମବ୍ରାଞ୍ଚର ଆଡିସିନାଲ ଡିଜି ଘଟଣାର ତଦନ୍ତ କରୁଛନ୍ତି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ।”

ଗତ ୨୩ ତାରିଖରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପରେ ମାତୃଭାଷା ଓଡ଼ିଆ ପଶ୍ନପତ୍ର ଭାଇରାଲ୍‌ ହୋଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଞ୍ଚଳରେ ହ୍ୱାଟ୍‌ସ ଆପ୍‌ରେ ମାତୃଭାଷାର ପ୍ରଶ୍ନପତ୍ର ବୁଲୁ ଥିବା ନେଇ ଅଭିଯୋଗ ହୋଇଥିଲା। ମାତ୍ର ଏପରି ଅଭିଯୋଗକୁ ଶିକ୍ଷା ସଚିବ ଓ ବୋର୍ଡ଼ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। ଆଜି ପୁଣି ଥରେ ଇଂରାଜୀ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗ ହୋଇଛି।

ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ର ଦୁଇ ଅଧିକାରୀ ଆଜି ତନାଘନା କରୁଛନ୍ତି। ଏପରିକି ବୋର୍ଡ କାର୍ଯ୍ୟାଳୟରେ କର୍ତ୍ତୃପକ୍ଷଙ୍କୁ ପଚରାଉଚରା କରିଛନ୍ତି। ଦୀର୍ଘ ୪ ଘଣ୍ଟାର ଛାନଭିନ୍‌ ପରେ ଦୁଇ ଅଧିକାରୀ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story