ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ; ପାସ୍ ହାର ୮୫.୨୮%

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏଥର ମୋଟ ୮୫.୨୮% ପିଲା ପାସ୍ କରିଛନ୍ତି। A1 ଗ୍ରେଡ୍‌ରେ ମୋଟ୍ ୨୪୧୬ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। A2 ଗ୍ରେଡରେ ୨୩,୪୭୨ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ  B1ରେ ୬୧,୯୮୧, B2 ରେ ୧,୦୧,୫୪୮, C ଗ୍ରେଡ୍‌ରେ ୧,୨୪,୨୮୨,  D ଗ୍ରେଡ୍‌ରେ ୧,୧୭, ୯୭୫, E ଗ୍ରେଡ୍‌ରେ ୫୪,୭୧୪ ଓ F ଗ୍ରେଡ୍‌ରେ ୭୬,୬୮୯  ପିଲା ପାସ୍‌ କରିଛନ୍ତି। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨,୩୮,୦୯୨ ଜଣ ପୁଅ […]

debimishra

debimishra

Rakesh Mallick
  • Published: Wednesday, 26 April 2017
  • Updated: 26 April 2017, 06:44 PM IST

Sports

Latest News

କଟକ: ଆଜି ପ୍ରକାଶ ପାଇଛି ମାଟ୍ରିକ୍ ପରୀକ୍ଷା ଫଳ। ଏଥର ମୋଟ ୮୫.୨୮% ପିଲା ପାସ୍ କରିଛନ୍ତି।

A1 ଗ୍ରେଡ୍‌ରେ ମୋଟ୍ ୨୪୧୬ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। A2 ଗ୍ରେଡରେ ୨୩,୪୭୨ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ  B1ରେ ୬୧,୯୮୧, B2 ରେ ୧,୦୧,୫୪୮, C ଗ୍ରେଡ୍‌ରେ ୧,୨୪,୨୮୨,  D ଗ୍ରେଡ୍‌ରେ ୧,୧୭, ୯୭୫, E ଗ୍ରେଡ୍‌ରେ ୫୪,୭୧୪ ଓ F ଗ୍ରେଡ୍‌ରେ ୭୬,୬୮୯  ପିଲା ପାସ୍‌ କରିଛନ୍ତି।

ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨,୩୮,୦୯୨ ଜଣ ପୁଅ ପାସ୍ କରିଥିବା ବେଳେ  ୨, ୪୭, ୮୯୬ ଜଣ ଝିଅ ପାସ୍ କରିଛନ୍ତି। ତେଣୁ ପାସ୍ ହାରରେ ଝଅ ମାନେ ବାଜି ମାରି ନେଇଛନ୍ତି।

୭୪୮ ସ୍କୁଲ୍‌ରେ ଶତପ୍ରତିଶତ ପିଲା ପାସ୍ କରିଛନ୍ତି। ୨୨ଟି ସ୍କୁଲ୍‌ରେ କୌଣସି ପିଲା ପାସ୍ କରି ନାହାନ୍ତି।

କଟକ ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସ୍‌ରେ ସ୍କୁଲ୍ ଓ ଗଣ ଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story