ଏପ୍ରିଲ୍‌ ୨୬ରେ ମାଟ୍ରିକ୍ ରେଜଲ୍ଟ; ଅନ୍‌ଲାଇନ୍‌ରେ ଦେଖି ହେବ ଫଳ

ଭୁବନେଶ୍ୱର: ଏପ୍ରିଲ୍ ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଛନ୍ତି ଏହି ସୂଚନା। ସେ କହିଛନ୍ତି, ବୁଧବାର ସକାଳ ସାଢ଼େ ୯ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ। ରେଜଲ୍ଟ ପୁସ୍ତିକା ବିକ୍ରି ବନ୍ଦ କରି ଦିଆଯାଇଛି। ଅନ୍‌ଲାଇନ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଚଳିତ ବର୍ଷ ୬ଲକ୍ଷ ୮ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।

matric

matric

Rakesh Mallick
  • Published: Monday, 24 April 2017
  • Updated: 24 April 2017, 07:30 PM IST

Sports

Latest News

ଭୁବନେଶ୍ୱର: ଏପ୍ରିଲ୍ ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ। ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଦେଇଛନ୍ତି ଏହି ସୂଚନା।

ସେ କହିଛନ୍ତି, ବୁଧବାର ସକାଳ ସାଢ଼େ ୯ଟାରେ କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ। ରେଜଲ୍ଟ ପୁସ୍ତିକା ବିକ୍ରି ବନ୍ଦ କରି ଦିଆଯାଇଛି। ଅନ୍‌ଲାଇନ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇବ।

ଚଳିତ ବର୍ଷ ୬ଲକ୍ଷ ୮ହଜାର ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos