ମହାପ୍ରଭୁଙ୍କ ନବଯୌବନ ରୂପ ଦେଖି ଭାବବିହ୍ଵଳ ହେଲେ, ଗୀତଗୋବିନ୍ଦ ଗାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭକ୍ତର ଦୁଃଖ ସବୁବେଳେ ବୁଝନ୍ତି କାଳିଆ ସାଆନ୍ତି। ହେଲେ ଯେତେବେଳେ ନିଜେ ଅଣସର ଘରେ ରୋଗରେ ପଡ଼ନ୍ତି ସେତେବେଳେ ଭକ୍ତଟିଏ ଖୋଜେ କୁଆଡ଼େ ଗଲେ ମୋ ମହାପ୍ରଭୁ। କେବେ ସେ ସୁସ୍ଥ ହେବେ ଓ ନବଯୌବନ ବେଶରେ ସାମ୍ନାକୁ ଆସିବେ। ହେଲେ ମହାମାରୀ କରୋନା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶକୁ ଚର୍ମଚକ୍ଷୁରେ ଦେଖିପାରିନି ସାଧାରଣ ଭକ୍ତ ଟିଏ। ହେଲେ ମହାପ୍ରଭୁଙ୍କ ଗୁପ୍ତସେବା କରୁଥିବା ସେବାୟତଙ୍କ ସହ ଶ୍ରୀମନ୍ଦିର […]

Puri

Puri

Hemant Lenka
  • Published: Saturday, 10 July 2021
  • Updated: 10 July 2021, 08:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭକ୍ତର ଦୁଃଖ ସବୁବେଳେ ବୁଝନ୍ତି କାଳିଆ ସାଆନ୍ତି। ହେଲେ ଯେତେବେଳେ ନିଜେ ଅଣସର ଘରେ ରୋଗରେ ପଡ଼ନ୍ତି ସେତେବେଳେ ଭକ୍ତଟିଏ ଖୋଜେ କୁଆଡ଼େ ଗଲେ ମୋ ମହାପ୍ରଭୁ। କେବେ ସେ ସୁସ୍ଥ ହେବେ ଓ ନବଯୌବନ ବେଶରେ ସାମ୍ନାକୁ ଆସିବେ।

ହେଲେ ମହାମାରୀ କରୋନା ପାଇଁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ବେଶକୁ ଚର୍ମଚକ୍ଷୁରେ ଦେଖିପାରିନି ସାଧାରଣ ଭକ୍ତ ଟିଏ। ହେଲେ ମହାପ୍ରଭୁଙ୍କ ଗୁପ୍ତସେବା କରୁଥିବା ସେବାୟତଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏହି ଦିବ୍ୟ ରୂପକୁ ଦେଖିଛନ୍ତି। ସେମାନେ ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରିବା ସମୟରେ ବେଶ ଭାବବିହ୍ୱଳ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଭକ୍ତ ବିନା ଶ୍ରୀମନ୍ଦିର ଖାଁ ଖାଁ ଲାଗୁଥିବାବେଳେ ୧୫ ଦିନ ଧରି ଅଣସର ସେବାରେ ନିୟୋଜିତ ସେବାୟତ ମହାପ୍ରଭୁଙ୍କ ନବଯୌବନ ବେଶ ଦେଖି କାନ୍ଦି ପକାଇଥିଲେ। ସେବାୟତଙ୍କଠାରୁ ଆରମ୍ଭ କରି ପ୍ରଶାସକଙ୍କ ଯାଏ ସମସ୍ତେ ଭାବବିହ୍ୱଳ ହୋଇ ଏକାଠି ଗୀତଗୋବିନ୍ଦ ଗାଇଥିଲେ।

ମହାପ୍ରଭୁଙ୍କ ନବଯୌବନ ଦର୍ଶନ ପରେ ପ୍ରାୟ ଅଧଘଣ୍ଟା ଧରି ଶ୍ରୀମନ୍ଦିରରେ ଗୀତଗୋବିନ୍ଦ ଗାଇଥିଲେ ସେବାୟତ। ଏହି ସମୟରେ ସେମାନଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ କେ ବିଶାଳ ସିଂହ ଓ ଅନ୍ୟ ପ୍ରଶାସନିକ ଅଧିକାରୀମାନେ ବି ଗୀତଗୋବିନ୍ଦ ଗାଇଛନ୍ତି।

ପ୍ରାୟ ଅଧଘଣ୍ଟା ଧରି ଗୀତଗୋବିନ୍ଦ ଗାଇବା ପରେ ଫେରିଥିଲେ ପ୍ରଶାସନିକ ଅଧିକାରୀ ଓ ସେବାୟତ। ପରେ ମୁଖ୍ୟ ପ୍ରଶାସକ ଓ ଅନ୍ୟମାନେ ଆଣ୍ଠୁ ମାଡ଼ି ମହାପ୍ରଭୁଙ୍କ ଯୋଡ଼ ହସ୍ତରେ ପ୍ରଣାମ କରିଥିଲେ। ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କୁମାର ନିଜ ଭାବବିହ୍ୱଳତା ଗଣମାଧ୍ୟମ ଆଗରେ ବି ପ୍ରକାଶ କରିଛନ୍ତି।

ଏକକାଳୀନ ଗୀତଗୋବିନ୍ଦ ଗାଇବାର ଯେଉଁ ଅନୁଭୂତି ଆଣିଥିଲେ, ତାହା ସମସ୍ତଙ୍କ ଆଗରେ ବଖାଣିଛନ୍ତି। ନବଯୌବନ ବେଶ ସୁରୁଖୁରରେ ଶେଷ ହୋଇଥିବାବେଳେ ସମସ୍ତ ସେବାୟତ ବି ଏଥିରେ ଖୁସି ଅଛନ୍ତି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story