ମୟୂରଭଞ୍ଜ: ୩ ସପ୍ତାହ ବିତିଲା, ବିଦ୍ୟାଳୟରୁ ନିଖୋଜ ଛାତ୍ରଙ୍କ ମିଳୁନି ପତ୍ତା

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋଳାଗଡିଆ ଉପେନ୍ଦ୍ର ଦାସ ବିଦ୍ୟାଳୟରୁ ଗତ ୩ ସପ୍ତାହ ହେଲା ନିଖୋଜ ଛାତ୍ର ବନ୍ଧୁଆ ହୋଙ୍କ ଏଯାଏଁ ପତ୍ତା ମିଳୁନି । ପୁଅର ଫେରିବା ବାଟକୁ ପରିବାର ଲୋକେ ଚାହିଁ ବସିଥିବା ବେଳେ ନାନା ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ରହିଛନ୍ତି । ମଝିଗଡିଆ ପଞ୍ଚାୟତ ମହୁଲପଙ୍ଗ। ଗାଁର ହୁନ୍ଦୁକା ହୋଙ୍କ ପୁଅ ବନ୍ଧୁଆ । ଉପେନ୍ଦ୍ର ଦାସ ବିଦ୍ୟାଳୟ ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଗତ ସେପ୍ଟେମ୍ୱର ୧୬ତାରିଖରେ ହଷ୍ଟେଲ […]

missing

missing

Rakesh Mallick
  • Published: Friday, 09 October 2015
  • Updated: 09 October 2015, 06:32 AM IST

Sports

Latest News

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଗୋଳାଗଡିଆ ଉପେନ୍ଦ୍ର ଦାସ ବିଦ୍ୟାଳୟରୁ ଗତ ୩ ସପ୍ତାହ ହେଲା ନିଖୋଜ ଛାତ୍ର ବନ୍ଧୁଆ ହୋଙ୍କ ଏଯାଏଁ ପତ୍ତା ମିଳୁନି । ପୁଅର ଫେରିବା ବାଟକୁ ପରିବାର ଲୋକେ ଚାହିଁ ବସିଥିବା ବେଳେ ନାନା ପ୍ରକାର ଦୁଶ୍ଚିନ୍ତା ମଧ୍ୟରେ ରହିଛନ୍ତି ।

ମଝିଗଡିଆ ପଞ୍ଚାୟତ ମହୁଲପଙ୍ଗ। ଗାଁର ହୁନ୍ଦୁକା ହୋଙ୍କ ପୁଅ ବନ୍ଧୁଆ । ଉପେନ୍ଦ୍ର ଦାସ ବିଦ୍ୟାଳୟ ହଷ୍ଟେଲରେ ରହି ଅଷ୍ଟମ ଶ୍ରେଣୀରେ ପଢୁଥିଲେ । ଗତ ସେପ୍ଟେମ୍ୱର ୧୬ତାରିଖରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଘରକୁ ଯାଉଥିବା କହି ଆସିଥିଲେ । ତେବେ ସେବେଠାରୁ ସେ ଘରକୁ ଫେରି ନହାନ୍ତି । ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story