ମେ ୨୦ ତାରିଖ ଯାଏଁ ରାଜ୍ୟରେ ହେବ ନାହିଁ ପାୱାର କଟ୍

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି। ଆସନ୍ତା ମାସେ ପର୍ଯ୍ୟନ୍ତ ରାଜ୍ୟରେ ହେବ ନାହିଁ ବିଦ୍ୟୁତ୍ କାଟ୍। ବିଦ୍ୟୁତ୍ ପରିଚାଳନା ନେଇ ବୁଧବାର ସଚିବାଳୟରେ ବସିଥିବା  ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି। ନିଷ୍ପତ୍ତି ଅନୁସାରେ ଆସନ୍ତା ମେ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ। ତେବେ ମେ ୧୫ ତାରିଖରେ ବସିବାକୁ ଥିବା ବୈଠକରେ  ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ୍ […]

minister

minister

Rakesh Mallick
  • Published: Thursday, 21 April 2016
  • Updated: 21 April 2016, 02:31 AM IST

Sports

Latest News

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ଆଶ୍ୱସ୍ତି। ଆସନ୍ତା ମାସେ ପର୍ଯ୍ୟନ୍ତ ରାଜ୍ୟରେ ହେବ ନାହିଁ ବିଦ୍ୟୁତ୍ କାଟ୍। ବିଦ୍ୟୁତ୍ ପରିଚାଳନା ନେଇ ବୁଧବାର ସଚିବାଳୟରେ ବସିଥିବା  ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି।

ନିଷ୍ପତ୍ତି ଅନୁସାରେ ଆସନ୍ତା ମେ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ହେବ ନାହିଁ। ତେବେ ମେ ୧୫ ତାରିଖରେ ବସିବାକୁ ଥିବା ବୈଠକରେ  ସମୀକ୍ଷା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ବର୍ତ୍ତମାନ୍ ପିକ୍ ଆୱାରରେ ୪ ହଜାର ମେଗାୱାଟ୍ ବିଦ୍ୟୁତ୍‌ ଆବଶ୍ୟକ ପଡୁଥିବା ବେଳେ ପାୱାର ବ୍ୟାଙ୍କିଙ୍ଗ୍ ଜରିଆରେ ଦିଲ୍ଲୀ ଓ ପଞ୍ଜାବରୁ ୪ ଶହ ମେଗାୱାଟ୍‌ ବିଦ୍ୟୁତ୍‌ ଅଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story