ଜୁଏଲଙ୍କୁ ଅଣ୍ଡା ମାଡ଼ ଘଟଣା: ୨୨ ଜଣଙ୍କ ବିରୋଧରେ ଏତଲା

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ିକୁ ଉପରକୁ ଅଣ୍ଡାମାଡ଼ ଘଟଣାରେ ଏତଲା ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜ ସୁନ୍ଦର ଭୂୟାଁ ଆଜି ଆଳି ଥାନାରେ ୨୨ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି। ଆଜି ପୂର୍ବାହ୍ନ ରେ ରାଜକନିକାରେ ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବାବେଳେ ଜୁଏଲଙ୍କ ଗାଡି ଉପରକୁ ବିଜେଡି କର୍ମୀ ଅଣ୍ଡା ମାଡ କରିଥିଲେ। ଏପରିକି କଳା ପତାକା ମଧ୍ୟ ଦେଖାଇଥିଲେ। ବିଜେଡି […]

egg horling

egg horling

Rakesh Mallick
  • Published: Wednesday, 14 June 2017
  • Updated: 14 June 2017, 09:50 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମଙ୍କ ଗାଡ଼ିକୁ ଉପରକୁ ଅଣ୍ଡାମାଡ଼ ଘଟଣାରେ ଏତଲା ହୋଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜ ସୁନ୍ଦର ଭୂୟାଁ ଆଜି ଆଳି ଥାନାରେ ୨୨ ଜଣଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଆଜି ପୂର୍ବାହ୍ନ ରେ ରାଜକନିକାରେ ‘ସବକା ସାଥ୍ ସବକା ବିକାଶ’ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯିବାବେଳେ ଜୁଏଲଙ୍କ ଗାଡି ଉପରକୁ ବିଜେଡି କର୍ମୀ ଅଣ୍ଡା ମାଡ କରିଥିଲେ। ଏପରିକି କଳା ପତାକା ମଧ୍ୟ ଦେଖାଇଥିଲେ। ବିଜେଡି କର୍ମୀଙ୍କୁ ପୋଲିସ୍ ଅଟକାଇବାକୁ ଚେଷ୍ଟା କରିବାରୁ ଧସ୍ତାଧସ୍ତି ହୋଇଥିଲା।

ସେହିପରି ମଧ୍ୟପ୍ରଦେଶରେ ଚାଷୀଙ୍କ ଉପରକୁ ଗୁଳିମାଡ ପ୍ରତିବାଦରେ ନିଆଳି ଛକରେ ସ୍ଥାନୀୟ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ଘଣ୍ଟାଏ ପୂର୍ବରୁ କଳାପତାକା ପ୍ରଦର୍ଶନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story