ମେ’ ଫେୟାର ହୋଟେଲରୁ  ସେଫଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀର ମେ’ ଫେୟାର ହୋଟେଲର ଏକ ଗାଧୁଆ ଘରୁ ଜଣେ ସେଫଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।  ମୃତ ସେଫଙ୍କ ଜଣକ ହେଲେ ଅତନୁ ବାର୍।  ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି।

Rakesh Mallick
  • Published: Friday, 15 September 2017
  • Updated: 15 September 2017, 02:42 PM IST

Sports

Latest News

ଭୁବନେଶ୍ୱର: ରାଜଧାନୀର ମେ’ ଫେୟାର ହୋଟେଲର ଏକ ଗାଧୁଆ ଘରୁ ଜଣେ ସେଫଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।  ମୃତ ସେଫଙ୍କ ଜଣକ ହେଲେ ଅତନୁ ବାର୍।  ତେବେ ମୃତ୍ୟୁ କାରଣ ଅସ୍ପଷ୍ଟ ରହିଛି । କମିଶନରେଟ ପୋଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos