ମୟୂରଭଞ୍ଜରେ ପୁଣି ଏକ ହାତୀର ମୃତ୍ୟୁ, ଆନ୍ଥ୍ରାକ୍ସ ଆକ୍ରାନ୍ତ ସନ୍ଦେହ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଶିମିଳିପାଳ ଢୁକୁରା ରେଞ୍ଜ ସପନଚୁଆଁ ଜଙ୍ଗଲରେ ହାତୀଟିର ମୃତ୍ୟୁ ଘଟିଛି। ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡିନି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାତୀଟିର ଆନୁମାନିକ ବୟସ ୧୨ରୁ ୧୪ବର୍ଷ ହେବ ବୋଲି ଢୁକୁରା ରେଞ୍ଜ ଅଧିକାରୀ କହିଛନ୍ତି। ହାତୀଟିର ନାକରୁ ରକ୍ତ ବାହାରି ଥିବାରୁ ସେ ଆନ୍ଥ୍ରାକ୍ସର ଶିକାର ହୋଇଥିବା ଅନୁମାନ କରାଯାଉଛି। ରକ୍ତ ନମୁନା […]

hati

hati

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 09:23 AM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ଶିମିଳିପାଳ ଢୁକୁରା ରେଞ୍ଜ ସପନଚୁଆଁ ଜଙ୍ଗଲରେ ହାତୀଟିର ମୃତ୍ୟୁ ଘଟିଛି। ତେବେ କେଉଁ କାରଣରୁ ହାତୀଟିର ମୃତ୍ୟୁ ଘଟିଛି ତାହା ଜଣାପଡିନି। ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହାତୀଟିର ଆନୁମାନିକ ବୟସ ୧୨ରୁ ୧୪ବର୍ଷ ହେବ ବୋଲି ଢୁକୁରା ରେଞ୍ଜ ଅଧିକାରୀ କହିଛନ୍ତି। ହାତୀଟିର ନାକରୁ ରକ୍ତ ବାହାରି ଥିବାରୁ ସେ ଆନ୍ଥ୍ରାକ୍ସର ଶିକାର ହୋଇଥିବା ଅନୁମାନ କରାଯାଉଛି। ରକ୍ତ ନମୁନା ସଂଗ୍ରହ କରାଯାଇ କଟକ ଓ କୋଲକତାର ଆନିମାଲ ଡିଜିଜ ରିସର୍ଚ୍ଚ ସେଣ୍ଟରକୁ ପରୀକ୍ଷା ଲାଗି ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।

ଏହା ପୂର୍ବରୁ ଏହି ଅଞ୍ଚଳରେ ଏକ ହାତୀର ମୃତ୍ୟୁ ହୋଇଥିଲା। ତାହା ଦୁର୍ଘଟଣାଜନିତ ଥିଲା ବୋଲି କହିଥିଲା ବନବିଭାଗ। ଏକ ଖାତରେ ଖସିପଡି ହାତୀଟି ଆହତ ହେବାର କିଛିଦିନ ପରେ ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story