ମୟୂରଭଞ୍ଜ ଜିଲ୍ଲାରେ ପୃଥକ୍ ପୃଥକ୍ ଦୁର୍ଘଟଣାରେ ୩ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଁଆ ଥାନା ଅନ୍ତର୍ଗତ ଦରି ଛକରେ ଗତକାଲି ରାତିରେ ଏକ ସରକାରୀ ବସ୍‌  ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭର ମୃତ୍ୟୁ ଘଟିଛି।  ଆହତ ଯାତ୍ରୀମାନଙ୍କୁ  ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।  ଘଟଣାସ୍ଥଳରେ ପୋଲିସ୍ ଓ ଦମକଳବାହୀନି ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା। ବସ୍‌ଟି  କେନ୍ଦୁଝରରୁ  କୋଲକାତା ଯାଉଥିଲା।  ବସ୍‌ରେ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସେହିଭଳି ଯଶିପୁର ଥାନା […]

accident

accident

Rakesh Mallick
  • Published: Tuesday, 14 June 2016
  • Updated: 14 June 2016, 10:03 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ରରୁଁଆ ଥାନା ଅନ୍ତର୍ଗତ ଦରି ଛକରେ ଗତକାଲି ରାତିରେ ଏକ ସରକାରୀ ବସ୍‌  ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ଟ୍ରକ୍ ଡ୍ରାଇଭର ମୃତ୍ୟୁ ଘଟିଛି।  ଆହତ ଯାତ୍ରୀମାନଙ୍କୁ  ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା।  ଘଟଣାସ୍ଥଳରେ ପୋଲିସ୍ ଓ ଦମକଳବାହୀନି ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲା। ବସ୍‌ଟି  କେନ୍ଦୁଝରରୁ  କୋଲକାତା ଯାଉଥିଲା।  ବସ୍‌ରେ ପାଖାପାଖି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ।

ସେହିଭଳି ଯଶିପୁର ଥାନା ଅନ୍ତର୍ଗତ  ମାହାଲଦାପୋଷ ଗାଁ ନିକଟ ପୋଲରେ  ଭାରସାମ୍ୟ ହରାଇ ଆଜି ଏକ ବୋଲେରୋ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଚମ୍ପାବରଦା ଗାଁର  ଆଲୋକ ଦାସ ଓ ମଣ୍ଟୁ କୁଲଦୀପ। ଗତକାଲି ରାତିରେ ଏମାନେ ଯଶିପୁର ବଜାରରୁ ଘରକୁ ଫେରିବା ସମୟରେ ତାଙ୍କ ଗାଡ଼ି ଦୁର୍ଘଟଣାର ଶିକାର ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story