ମୟୂରଭଞ୍ଜରେ ହାତୀ ଆତଙ୍କ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡରେ ହାତୀପଲ ଉପଦ୍ରବ ମଚାଇଛନ୍ତି। ପଶ୍ଚିମବଙ୍ଗ ଧୁମ୍‌ସାହି ଦେଇ ୭୦ରୁ ଅଧିକ ହାତୀ ବାରିପଦା ବନଖଣ୍ଡରେ ପ୍ରବେଶ କରିଛନ୍ତି। ଏହି ହାତୀପଲ ଶୁଳିଆପଦା ରେଞ୍ଜର ଲୋଧାକୁଣ୍ଡିଆ ଓ ପାଲେ ଗାଁ ନିକଟସ୍ଥ ଜଙ୍ଗଲରେ ରହିଛନ୍ତି। ରାସଗୋବିନ୍ଦପୁର ରେଞ୍ଜ ଆଡକୁ ହାତୀପଲ ଅଗ୍ରସର ହେଉଥିବା ଜଣାପଡ଼ିଛି। ହାତୀପଲକୁ ଦେଖି ଆଖପାଖ ଗାଁଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗାଁକୁ ସୁରକ୍ଷା ଦେବା ପାଇଁ ସୀମାନ୍ତବର୍ତ୍ତୀ ଗାଁ ଲୋକେ ନିଆଁ ହୁଳା ଲଗାଇ ସାରା ରାତି ଜଗି […]

elephant

elephant

Rakesh Mallick
  • Published: Monday, 26 September 2016
  • Updated: 26 September 2016, 09:40 AM IST

Sports

Latest News

elephantବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡରେ ହାତୀପଲ ଉପଦ୍ରବ ମଚାଇଛନ୍ତି। ପଶ୍ଚିମବଙ୍ଗ ଧୁମ୍‌ସାହି ଦେଇ ୭୦ରୁ ଅଧିକ ହାତୀ ବାରିପଦା ବନଖଣ୍ଡରେ ପ୍ରବେଶ କରିଛନ୍ତି। ଏହି ହାତୀପଲ ଶୁଳିଆପଦା ରେଞ୍ଜର ଲୋଧାକୁଣ୍ଡିଆ ଓ ପାଲେ ଗାଁ ନିକଟସ୍ଥ ଜଙ୍ଗଲରେ ରହିଛନ୍ତି। ରାସଗୋବିନ୍ଦପୁର ରେଞ୍ଜ ଆଡକୁ ହାତୀପଲ ଅଗ୍ରସର ହେଉଥିବା ଜଣାପଡ଼ିଛି।

ହାତୀପଲକୁ ଦେଖି ଆଖପାଖ ଗାଁଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗାଁକୁ ସୁରକ୍ଷା ଦେବା ପାଇଁ ସୀମାନ୍ତବର୍ତ୍ତୀ ଗାଁ ଲୋକେ ନିଆଁ ହୁଳା ଲଗାଇ ସାରା ରାତି ଜଗି ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story