ମୟୂରଭଞ୍ଜ: ଜନନୀ ଏକ୍ସପ୍ରେସ ଧକ୍କାରେ ସାଇକେଲ ଆରୋହୀ ମୃତ

ବାରିପଦା: ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ଗୋଲାମୁଣ୍ଡାରେ ଜନନୀ ଏକ୍ସପ୍ରେସ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପୁରୁଷୋତ୍ତମ ପ୍ରଧାନ। ଡାକ୍ତରଖାନାରୁ ଫେରୁଥିବା ଏକ ଜନନୀ ଏକ୍ସପ୍ରେସ୍ ସାଇକେଲରେ ଯାଉଥିବା ପୁରୁଷୋତ୍ତମଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।  ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ବାଙ୍ଗିରିପୋଷି-କଳାବାଡି ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା […]

baripada

baripada

Rakesh Mallick
  • Published: Friday, 13 November 2015
  • Updated: 13 November 2015, 07:39 AM IST

Sports

Latest News

ବାରିପଦା: ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ଗୋଲାମୁଣ୍ଡାରେ ଜନନୀ ଏକ୍ସପ୍ରେସ୍ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ପୁରୁଷୋତ୍ତମ ପ୍ରଧାନ। ଡାକ୍ତରଖାନାରୁ ଫେରୁଥିବା ଏକ ଜନନୀ ଏକ୍ସପ୍ରେସ୍ ସାଇକେଲରେ ଯାଉଥିବା ପୁରୁଷୋତ୍ତମଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।  ମୃତକଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଓ ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ବାଙ୍ଗିରିପୋଷି-କଳାବାଡି ରାସ୍ତା ଅବରୋଧ କରିଛନ୍ତି। ଦୁର୍ଘଟଣା ପରେ ଗାଡିର ଡ୍ରାଇଭର ଫେରାର ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos