ଆଜିଠୁ ଓଜେଇଇ ମେଡିକାଲ କାଉନସେଲିଂ

ଭୁବନେଶ୍ୱର: ଆଜିଠୁ ଓଜେଇଇ ମେଡିକାଲ କାଉନସେଲିଂ ଆରମ୍ଭ ହୋଇଛି। ରାଜ୍ୟରେ ବିଭିନ୍ନ ଘରୋଇ ଓ ସରକାରୀ ମେଡିକାଲ କଲେଜଗୁଡିକରେ ନାମଲେଖା ପାଇଁ ଚାଲିବ କାଉନସିଲ୍।  ବିଭିନ୍ନ ମେଡିକାଲ କଲେଜଗୁଡିକରେ ଥିବା ରାଜ୍ୟକୋଟା ସିଟ୍‌ରେ ଏହି ନାମଲେଖା ହେବ।  ଆଜି ଦିନ ୧୦ଟାରୁ ଅନଲାଇନରେ ପଞ୍ଜିକରଣ ଆରମ୍ଭ ହୋଇ ୧୭ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।  ୧୮ତାରିଖରୁ ୨୧ ପର୍ଯ୍ୟନ୍ତ ନୋଡାଲ ସେଣ୍ଟରଗୁଡିକରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ।  ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ତାଲିକା ବାହାରିବ। ସେହିପରି […]

medical

medical

Rakesh Mallick
  • Published: Friday, 14 July 2017
  • Updated: 14 July 2017, 05:24 PM IST

Sports

Latest News

ଭୁବନେଶ୍ୱର: ଆଜିଠୁ ଓଜେଇଇ ମେଡିକାଲ କାଉନସେଲିଂ ଆରମ୍ଭ ହୋଇଛି। ରାଜ୍ୟରେ ବିଭିନ୍ନ ଘରୋଇ ଓ ସରକାରୀ ମେଡିକାଲ କଲେଜଗୁଡିକରେ ନାମଲେଖା ପାଇଁ ଚାଲିବ କାଉନସିଲ୍।  ବିଭିନ୍ନ ମେଡିକାଲ କଲେଜଗୁଡିକରେ ଥିବା ରାଜ୍ୟକୋଟା ସିଟ୍‌ରେ ଏହି ନାମଲେଖା ହେବ।  ଆଜି ଦିନ ୧୦ଟାରୁ ଅନଲାଇନରେ ପଞ୍ଜିକରଣ ଆରମ୍ଭ ହୋଇ ୧୭ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ।  ୧୮ତାରିଖରୁ ୨୧ ପର୍ଯ୍ୟନ୍ତ ନୋଡାଲ ସେଣ୍ଟରଗୁଡିକରେ ଡକ୍ୟୁମେଣ୍ଟ ଯାଞ୍ଚ ହେବ।  ୨୨ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ତାଲିକା ବାହାରିବ।

ସେହିପରି ଚଏସ ଫିଲିଂ ଓ ଲକିଂ ୨୨ କିମ୍ୱା ୨୩ ତାରିଖରେ କରିହେବ।  ୨୫ରୁ ୩୧ତାରିଖ ପର୍ଯ୍ୟନ୍ତ ନୋଡାଲ ସେଣ୍ଟରଗୁଡିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos