ମକ୍କାରେ ଦଳାଚକଟାରେ ୭୦୦ରୁ ଅଧିକ ମୃତ: ଯୋଗାଯୋଗ ହୋଇଥିବା ଓଡ଼ିଶାର ସମସ୍ତ ହଜ୍ ଯାତ୍ରୀ ସୁରକ୍ଷିତ

ଭୁବନେଶ୍ୱର: ସାଉଦି ଆରବର ଧାର୍ମିକସ୍ଥଳ ମକ୍କାରେ ଘଟିଛି ଅଘଟଣ। ଆଜି ସେଠାରେ ଦଳାଚକଟା ଘଟି ୭୦୦ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୮୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ମକ୍କା ଯାଇଥିବା ଓଡ଼ିଶାର ଅଧିକାଂଶ ହଜ୍ ତୀର୍ଥଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ଚଳିତବର୍ଷ ଓଡ଼ିଶାରୁ ୫୭୨ରୁ ଅଧିକ ଯାତ୍ରୀ ସାଉଦୀ ଆରବର ମକ୍କା ସହରକୁ ତୀର୍ଥଯାତ୍ରା ପାଇଁ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ଖୁଦାମୁଲ ହୁଜା ରହିଛନ୍ତି। ଯୋଗାଯୋଗ ସମ୍ଭବ ହୋଇଥିବା ସମସ୍ତ ଓଡ଼ିଆ ହଜ୍ […]

hazz

hazz

Rakesh Mallick
  • Published: Thursday, 24 September 2015
  • Updated: 24 September 2015, 03:11 PM IST

[caption id="attachment_35163" align="alignleft" width="260"]hazz ସୟଦ୍ ଏମ୍. ବି. ଅକଦସ୍, ଏକଜିକ୍ୟୁଟିଭ୍ ଅଫିସର, ରାଜ୍ୟ ହଜ୍ କମିଟି[/caption]

ଭୁବନେଶ୍ୱର: ସାଉଦି ଆରବର ଧାର୍ମିକସ୍ଥଳ ମକ୍କାରେ ଘଟିଛି ଅଘଟଣ। ଆଜି ସେଠାରେ ଦଳାଚକଟା ଘଟି ୭୦୦ରୁ ଅଧିକ ହଜ୍ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ୮୦୦ରୁ ଅଧିକ ଆହତ ହୋଇଛନ୍ତି। ତେବେ ମକ୍କା ଯାଇଥିବା ଓଡ଼ିଶାର ଅଧିକାଂଶ ହଜ୍ ତୀର୍ଥଯାତ୍ରୀ ସୁରକ୍ଷିତ ଥିବା ଜଣାଯାଇଛି। ଚଳିତବର୍ଷ ଓଡ଼ିଶାରୁ ୫୭୨ରୁ ଅଧିକ ଯାତ୍ରୀ ସାଉଦୀ ଆରବର ମକ୍କା ସହରକୁ ତୀର୍ଥଯାତ୍ରା ପାଇଁ ଯାଇଛନ୍ତି। ସେମାନଙ୍କ ମଧ୍ୟରେ ୨ଜଣ ଖୁଦାମୁଲ ହୁଜା ରହିଛନ୍ତି। ଯୋଗାଯୋଗ ସମ୍ଭବ ହୋଇଥିବା ସମସ୍ତ ଓଡ଼ିଆ ହଜ୍ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଓଡ଼ିଶା ହଜ୍ କମିଟି ପକ୍ଷରୁ କୁହାଯାଇଛି। ହଜ୍ କମିଟିର ମୁଖ୍ୟ କାର୍ଯ୍ୟନିବାର୍ହୀ ଅଧିକାରୀ ଅକଦସ କହିଛନ୍ତି ଯେ ଦଳଚକଟା ଖବର ମିଳିବା ପରେ ଓଡ଼ିଶା ହଜ୍ କମିଟି ତରଫରୁ ଏକ ଟୋଲ୍ ଫ୍ରି ନମ୍ବର ଦିଆଯାଇଛି। ସେହି ନମ୍ବର ହେଲା ୦୬୭୧-୨୩୦୧୧୮୫। ସେ କହିଛନ୍ତି ଯେ, ହଜକୁ ଯାଇଥିବା ପ୍ରତ୍ୟେକ ଯାତ୍ରୀଙ୍କ ପରିବାରର ନମ୍ବର କମିଟି ନିକଟରେ ରହିଛି। ମକ୍କାରୁ ଖବର ପାଇବା ପରେ ସେମାନଙ୍କ ସହିତ ଯୋଗାଯୋଗ କରାଯାଇପାରିବ।

ଅନ୍ୟପକ୍ଷରେ ସାଉଦୀ ଆରବ ପ୍ରଶାସନ ପକ୍ଷରୁ ଏକ ଟୋଲଫ୍ରି ନମ୍ବର ୦୦୯୬୬-୧୨୫୪୫୮୦୦୦ ଜାରି କରାଯାଇଛି। ଏହି ନମ୍ବରରେ ହଜ୍ ତୀର୍ଥଯାତ୍ରୀଙ୍କ ପରିବାର ଲୋକେ ଯୋଗାଯୋଗ  କରି ପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story