ମେଡିକାଲ୍‌ ପାଠ୍ୟକ୍ରମ ପାଇଁ ଆଜିଠୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି  ଆଜିଠାରୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ୍‌ କରୁଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ। ଛାତ୍ରଛାତ୍ରୀମାନେ ୨୬ ତାରିଖରେ ନୋଡ଼ାଲ୍ ସେଣ୍ଟରକୁ ଯାଇ ଡକ୍ୟୁମେଣ୍ଟ ଭେରିଫିକେସନ୍‌ କରିପାରିବେ। ରାଜ୍ୟର ତିନୋଟି ପ୍ରମୁଖ ମେଡିକାଲ କଲେଜକୁ ମିଶାଇ ମୋଟ୍‌ ୮ଟି ନୋଡାଲ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟ୍‌ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ହିଁ ନାମଲେଖାଇ ପାରିବେ। ଚଳିତବର୍ଷ ରାଜ୍ୟର ପ୍ରାୟ […]

ojee

ojee

Rakesh Mallick
  • Published: Tuesday, 23 August 2016
  • Updated: 23 August 2016, 01:18 PM IST

Sports

Latest News

ଭୁବନେଶ୍ୱର: ମେଡିକାଲ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି  ଆଜିଠାରୁ କାଉନ୍‌ସେଲିଂ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଛାତ୍ରଛାତ୍ରୀମାନେ ରେଜିଷ୍ଟ୍ରେସନ୍‌ କରୁଛନ୍ତି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ।

ଛାତ୍ରଛାତ୍ରୀମାନେ ୨୬ ତାରିଖରେ ନୋଡ଼ାଲ୍ ସେଣ୍ଟରକୁ ଯାଇ ଡକ୍ୟୁମେଣ୍ଟ ଭେରିଫିକେସନ୍‌ କରିପାରିବେ। ରାଜ୍ୟର ତିନୋଟି ପ୍ରମୁଖ ମେଡିକାଲ କଲେଜକୁ ମିଶାଇ ମୋଟ୍‌ ୮ଟି ନୋଡାଲ୍‌ ସେଣ୍ଟର ପ୍ରତିଷ୍ଠା କରାଯାଇଛି।

ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ନିଟ୍‌ରେ କୃତକାର୍ଯ୍ୟ ଛାତ୍ରଛାତ୍ରୀ ହିଁ ନାମଲେଖାଇ ପାରିବେ। ଚଳିତବର୍ଷ ରାଜ୍ୟର ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ରାଜ୍ୟର ୭୫୦ଟି ଏମ୍‌ବିବିଏସ୍‌ ଓ ୧୫୦ ବିଡିଏସ୍‌ ସିଟ୍‌ରେ ନାଁ ଲେଖା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story