ଜିଏସ୍‌ଟି ବାଉଳା: ପୁରୁଣା ଦରରେ ମେଡିସିନ୍‌ କିଣୁଛନ୍ତି ଗ୍ରାହକ, ଦ୍ୱନ୍ଦ୍ୱରେ ପଡ଼ି ହାତବିଲ୍‌ ଦେଉଛନ୍ତି ଦୋକାନୀ

ଭୁବନେଶ୍ୱର: ଜିଏସ୍‌ଟି ଲାଗୁ ହେବାକୁ ୩ ଦିନ ବିତିଲାଣି। ମାତ୍ର ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଦୂର ହୋଇନାହିଁ। କେଉଁ ସାମଗ୍ରୀ ଉପରେ କେତେ ଜିଏସ୍‌ଟି ଲାଗୁ ହେବ ତାହା ଜାଣିପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ଅନ୍ୟପକ୍ଷରେ ଏନେଇ ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ ଏହା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରି ନାହିଁ। ମେଡିସିନ୍ ଷ୍ଟୋର କ୍ଷେତ୍ରରେ ଜିଏସ୍‌ଟି ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ। ଏବେ ବି ପୁରଣା ଭାଟ୍ ବ୍ୟବସ୍ଥାରେ ଔଷଧ ବିକ୍ରି ହେଉଛି। ଦୀପକ […]

medicne store

medicne store

Rakesh Mallick
  • Published: Tuesday, 04 July 2017
  • Updated: 04 July 2017, 09:28 PM IST

Sports

Latest News

ଭୁବନେଶ୍ୱର: ଜିଏସ୍‌ଟି ଲାଗୁ ହେବାକୁ ୩ ଦିନ ବିତିଲାଣି। ମାତ୍ର ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଦୂର ହୋଇନାହିଁ। କେଉଁ ସାମଗ୍ରୀ ଉପରେ କେତେ ଜିଏସ୍‌ଟି ଲାଗୁ ହେବ ତାହା ଜାଣିପାରୁନାହାନ୍ତି ଗ୍ରାହକ ଓ ବ୍ୟବସାୟୀ। ଅନ୍ୟପକ୍ଷରେ ଏନେଇ ସରକାରଙ୍କ ପକ୍ଷରୁ ତାଲିକା ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ ଏହା ଠିକ୍‌ରେ କାର୍ଯ୍ୟକାରୀ ହୋଇପାରି ନାହିଁ। ମେଡିସିନ୍ ଷ୍ଟୋର କ୍ଷେତ୍ରରେ ଜିଏସ୍‌ଟି ଠିକ୍ ଭାବରେ କାର୍ଯ୍ୟକାରୀ ହେଉନାହିଁ। ଏବେ ବି ପୁରଣା ଭାଟ୍ ବ୍ୟବସ୍ଥାରେ ଔଷଧ ବିକ୍ରି ହେଉଛି।

ଦୀପକ ପଟୁଆର ସିଂହ ଭୁବନେଶ୍ୱରର ଏକ ମେଡିସିନ୍ ଷ୍ଟୋରରୁ ୧୦ ୮୦ଟଙ୍କାରେ ମେଡିସିନ୍ କିଣିଥିଲେ। ମିଳିଥିବା ହାତଲେଖା ବିଲ୍‌ରେ ଜିଏସ୍‌ଟି କେତେ ଲାଗିଲା ତାହା ଉଲ୍ଲେଖ ନାହିଁ। କେବଳ ୫ ପ୍ରତିଶତ ଭାଟ୍ ଲାଗିଛି। ଠିକ୍ ସେମିତି ଆଉ ଏକ ବିଲ୍‌ରେ ୧,୨୫୬ ଟଙ୍କାରେ ମେଡିସିନ୍‌ କିଣାଯାଇଛି। ସେଥିରେ ମଧ୍ୟ ଜିଏସ୍‌ଟି ଦର ଲେଖାଯାଇନି। ଏପରିକି ଭାଟ୍ ଉଲ୍ଲେଖ ରହିନି। ଜିଏସ୍‌ଟି ଲାଗୁ ପରେ ଏବେ ଅଧିକାଂଶ ମେଡିସନ୍ ଦୋକାନରେ ମାନୁଆଲ୍ ବିଲ୍‌ ଦିଆଯାଉଛି। ଏହି ବିଲ୍‌ରେ ଏସ୍‌ଜିଏସ୍‌ଟି ବା ଷ୍ଟେଟ୍ ଜିଏଏସ୍‌ଟି ପରିମାଣ ଉଲ୍ଲେଖ ରହୁନି। ରାଜ୍ୟରେ ଥିବା ପାଖାପାଖି ୧୦,୦୦୦ ହୋଲସେଲର୍ ଓ ରିଟେଲ୍ ମେଡିସିନ୍ ଦୋକାନରେ ଏବେ ଜିଏସ୍‌ଟି ବ୍ୟବସ୍ଥା ଲାଗୁ ହୋଇପାରି ନାହିଁ। ଉତ୍କଳ କେମିଷ୍ଟ ଓ ଡ୍ରଗିଷ୍ଟ ଆସୋସିଏସନ ସାଧାରଣ ସଂପାଦକ ପ୍ରଶାନ୍ତ ଜେନା କହିଛନ୍ତି ଆସନ୍ତା ୧୦ ତାରିଖ ସୁଦ୍ଧା ଜିଏସ୍‌ଟି ଲାଗୁ କରାଯିବ।

ଇନସୁଲିନ୍ ଭଳି ଜୀବନ ରକ୍ଷାକାରୀ ଔଷଧ ଉପରେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇଥିବାବେଳେ ଅନ୍ୟ କେତେକ ମେଡିସିନ୍‌ରେ ୧୨, ୧୮ ଓ ୨୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ। ଏନେଇ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story