ଚାଷୀଙ୍କୁ ମିଳୁନି, ପାହାଡ ତଳେ ଗଦା ହୋଇଛି ଲକ୍ଷାଧିକ ଟଙ୍କାର ଔଷଧ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଫସଲରେ ପୋକ ମାଡ଼ି ଯିବାରୁ ଉଜୁଡ଼ି ଯାଉଛି ଫସଲ। ଏଥିଯୋଗୁ ମୁଣ୍ଡରେ ହାତ ଦେଉଛି ଚାଷୀ।  ଔଷଧ କିଣି ଗଛରେ ପକାଇବାକୁ ଆର୍ଥିକ ସମ୍ବଳର ଘୋର ଅଭାବ। ଏପରି ବିପତ୍ତିରୁ ଚାଷୀଙ୍କୁ ରକ୍ଷା କରିବା ଲାଗି ସରକାର ଯୋଗାଉଛନ୍ତି ମାଗଣା ଔଷଧ। ଏପରି ଔଷଧ ରୋକପୋକ ଦାଉରୁ ଫସଲକୁ ରକ୍ଷା କରିବା ସହ ଗଛକୁ ହୃଷ୍ଟପୃଷ୍ଟ କରିଥାଏ। ଏହାର ବୋତଲ ପିଛା ଦାମ୍‌ ହେଉଛି ୬୩୦ ଟଙ୍କା। ଯାହାକୁ କିଣିବା ଚାଷୀର ସାମର୍ଥ୍ୟ ବାହାରେ।   କିନ୍ତୁ […]

midicine...

midicine...

Tapaswini Nayak
  • Published: Friday, 23 August 2019
  • Updated: 23 August 2019, 11:50 AM IST

Sports

Latest News

ମାଲକାନଗିରି(ଜିତେନ୍ଦ୍ର ବେଉରା): ଫସଲରେ ପୋକ ମାଡ଼ି ଯିବାରୁ ଉଜୁଡ଼ି ଯାଉଛି ଫସଲ। ଏଥିଯୋଗୁ ମୁଣ୍ଡରେ ହାତ ଦେଉଛି ଚାଷୀ।  ଔଷଧ କିଣି ଗଛରେ ପକାଇବାକୁ ଆର୍ଥିକ ସମ୍ବଳର ଘୋର ଅଭାବ। ଏପରି ବିପତ୍ତିରୁ ଚାଷୀଙ୍କୁ ରକ୍ଷା କରିବା ଲାଗି ସରକାର ଯୋଗାଉଛନ୍ତି ମାଗଣା ଔଷଧ। ଏପରି ଔଷଧ ରୋକପୋକ ଦାଉରୁ ଫସଲକୁ ରକ୍ଷା କରିବା ସହ ଗଛକୁ ହୃଷ୍ଟପୃଷ୍ଟ କରିଥାଏ। ଏହାର ବୋତଲ ପିଛା ଦାମ୍‌ ହେଉଛି ୬୩୦ ଟଙ୍କା। ଯାହାକୁ କିଣିବା ଚାଷୀର ସାମର୍ଥ୍ୟ ବାହାରେ।  

କିନ୍ତୁ କିଛି କର୍ମଚାରୀଙ୍କ ଖାମଖିଆଲ ମନୋଭାବ ହେତୁ ଏପରି ଦାମିକିଆ ଔଷଧ ଏବେ ପାହାଡ଼ ତଳେ ଗଦା ହୋଇଛି। ଏହାର ଆନୁମାନିକ ମୂଲ୍ୟ ମଧ୍ୟ ଲକ୍ଷାଧିକ ଟଙ୍କାରୁ କମ୍‌ ହେବ ନାହିଁ। ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକର ନୂଆଗୁଡା ଗାଁ ନିକଟସ୍ଥ ପାହାଡ଼ ତଳେ।

ଏଠାରେ ଲକ୍ଷାଧିକ ଟଙ୍କାର ଔଷଧ ପଡ଼ି ଗଦା ହୋଇଛି। ଏହି  ଔଷଧ ଜଳଛାୟା ପ୍ରକଳ୍ପ ତରଫରୁ ଚାଷୀମାନଙ୍କୁ ମାଗଣାରେ ଯୋଗାଇ ଦିଆଯାଇଥାଏ। ତେବେ ଏତେ ସଂଖ୍ୟକ ଔଷଧ ନୂଆଗୁଡ଼ା ଗାଁର ରଘୁନାଥ ମାଢ଼ିଙ୍କ ଜମିରେ କିପରି ପଡ଼ିଲା, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଔଷଧ ଜଳଛାୟା ପ୍ରକଳ୍ପର କର୍ମଚାରୀ ଗାଡ଼ିରେ ଆଣି ପକାଇ ଦେଇଥିବା ମାଢ଼ି କହିଛନ୍ତି।

୨୦୧୭ ମସିହାରେ ଏହି ଔଷଧ ନିର୍ମିତ ହୋଇଥିବା ବେଳେ, ଏହାର ଅବଧି ତିନି ବର୍ଷ ରହିଛି। ପ୍ରତି ଔଷଧ ବୋତଲର ଦାମ୍ ୬୩୦ଟଙ୍କା ଲେଖାଯାଇଛି। କିନ୍ତୁ ଏହି ଔଷଧଗୁଡ଼ିକୁ ସେଠାରେ କିଏ  ଓ କାହିଁକି ପକାଇଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ଔଷଧ ବୋତଲଗୁଡ଼ିକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଗାଁ ଲୋକ ଦାବି କରିଛନ୍ତି ।

ଏହି ଔଷଧ ପ୍ରାୟ ମାସ ହେବ ଉକ୍ତ ସ୍ଥାନରେ କିଏ ପକାଇ ଦେଇ ଯାଇଥିବା ସ୍ଥାନୀୟ ଲୋକେ କହୁଛନ୍ତି।  ଏକ୍ସପାରି ଡେଟ ଥିବା ସତ୍ତ୍ୱେ ଏହାକୁ କାହିଁକି କିଏ ଏଠାରେ ପକାଇ ଦେଇ ଗଲା , ତାହା ଅସ୍ପଷ୍ଟ ରହିଛି। ଏହାକୁ ଚାଷୀମାନେ ଉପଯୋଗ କରିପାରିବେ କି ନାହିଁ ତାହା ମଧ୍ୟ ଜଣାପଡ଼ି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story