ମେଲାଣି ନେଲେ ମା’, ପୁଣି ବର୍ଷେକୁ ଅପେକ୍ଷା

ଭୁବନେଶ୍ୱର/କଟକ: ପୁଣି ବର୍ଷେକୁ ଅପେକ୍ଷା। ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣୀ ଯାତ୍ରା। ବିଜୟା ଦଶମୀ ପରେ ମା’ଙ୍କୁ ଦିଆଯାଇଛି ମେଲାଣି। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଭବ୍ୟ ଭସାଣ ଶୋଭାଯାତ୍ରାରେ ଜଗତଜନନୀଙ୍କୁ ବିଦାୟ ଦିଆଯାଉଛି। ବିସର୍ଜନର ଏ ବିଶେଷ ଉତ୍ସବରେ ସାମିଲ୍ ହୋଇଥିଲେ ପିଲାଠୁ ବୁଢ଼ା। କଟକରେ ସାହି ମୁରବୀଙ୍କ ତତ୍ତ୍ୱାବଧାନରେ ମେଢ଼ ଆଗକୁ ଗଡିଥିଲା। ପାରମ୍ପରିକ ବାଦ୍ୟରେ ଦୁଲୁକୁଥିଲା ପରମ୍ପରାର ସହର କଟକ। ମାଆଙ୍କ ଶେଷ ଦର୍ଶନ […]

maaaa

maaaa

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 07:59 AM IST

Sports

Latest News

ଭୁବନେଶ୍ୱର/କଟକ: ପୁଣି ବର୍ଷେକୁ ଅପେକ୍ଷା। ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ ଭସାଣୀ ଯାତ୍ରା। ବିଜୟା ଦଶମୀ ପରେ ମା'ଙ୍କୁ ଦିଆଯାଇଛି ମେଲାଣି। କଟକ ଓ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରରେ ଭବ୍ୟ ଭସାଣ ଶୋଭାଯାତ୍ରାରେ ଜଗତଜନନୀଙ୍କୁ ବିଦାୟ ଦିଆଯାଉଛି। ବିସର୍ଜନର ଏ ବିଶେଷ ଉତ୍ସବରେ ସାମିଲ୍ ହୋଇଥିଲେ ପିଲାଠୁ ବୁଢ଼ା। କଟକରେ ସାହି ମୁରବୀଙ୍କ ତତ୍ତ୍ୱାବଧାନରେ ମେଢ଼ ଆଗକୁ ଗଡିଥିଲା। ପାରମ୍ପରିକ ବାଦ୍ୟରେ ଦୁଲୁକୁଥିଲା ପରମ୍ପରାର ସହର କଟକ। ମାଆଙ୍କ ଶେଷ ଦର୍ଶନ ପାଇଁ ସମସ୍ତେ ଘରୁ ବାହାରି ଆସିଥିଲେ। ସାହି ପରିକ୍ରମା ପରେ କାଠଯୋଡ଼ି ନଦୀର ଦେବୀଗଡ଼ାରେ ନିର୍ମିତ ଅସ୍ଥାୟୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରାଯାଇଛି।
ଭୁବନେଶ୍ୱରରେ ମଧ୍ୟ ଭସାଣର ଭବ୍ୟ ଆୟୋଜନ କରାଯାଇଥିଲା। ଓଲଡ ଟାଉନ୍, ସହିଦ ନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଭସାଣ କମିଟି  ତତ୍ତ୍ୱବଧାନରେ ମେଢ଼ଗୁଡ଼ିକର ଭସାଣ ହୋଇଥିଲା । ଭସାଣ ଉତ୍ସବରେ ଯୋଗ ଦେବା ପରେ ମେଢ଼ ସବୁକୁ ଦୟାନଦୀ ଓ କୁଆଖାଇରେ ନିର୍ମିତ ଅସ୍ଥାୟୀ ପୁଷ୍କରିଣୀରେ ବିସର୍ଜନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story