ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟଙ୍କୁ ଧାରଣାସ୍ଥଳରୁ ଉଠାଇଦେଲା ପୋଲିସ୍‌ 

ଭୁବନେଶ୍ୱର: ବକେୟା ଦରମା ଦାବିରେ ନଅ ତାଲା( ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ) ଆଗରେ ଧାରଣା ବସିଥିବା ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟଙ୍କୁ ଆଜି ପୋଲିସ୍‌ ଉଠାଇ ଦେଇଛି। ସ୍ୱାସ୍ଥ୍ୟବିଭାଗର ୧୬୭ ଜଣ ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟ୍‌ ନଅ ତାଲା ଆଗରେ ଧାରଣା ଦେଇଥିଲେ। କୌଣସି ବିଭାଗର ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ବେଆଇନ ହୋଇଥିବାରୁ ପୋଲିସ୍ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି। ଧାରଣାରୁ ଉଠିବା ପାଇଁ ପୋଲିସ୍‌ ପ୍ରଥମେ ଆନ୍ଦୋଳନକାରୀଙ୍କୁ ପରାମର୍ଶ ଦେଇଥିଲା। କିନ୍ତୁ ଆନ୍ଦୋଳନକାରୀ ଧାରଣାରୁ ନ ଉଠିବାରୁ […]

mhu

mhu

Rakesh Mallick
  • Published: Wednesday, 07 September 2016
  • Updated: 07 September 2016, 12:49 PM IST

Sports

Latest News

ଭୁବନେଶ୍ୱର: ବକେୟା ଦରମା ଦାବିରେ ନଅ ତାଲା( ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ) ଆଗରେ ଧାରଣା ବସିଥିବା ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟଙ୍କୁ ଆଜି ପୋଲିସ୍‌ ଉଠାଇ ଦେଇଛି। ସ୍ୱାସ୍ଥ୍ୟବିଭାଗର ୧୬୭ ଜଣ ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟ୍‌ ନଅ ତାଲା ଆଗରେ ଧାରଣା ଦେଇଥିଲେ। କୌଣସି ବିଭାଗର ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ବେଆଇନ ହୋଇଥିବାରୁ ପୋଲିସ୍ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି। ଧାରଣାରୁ ଉଠିବା ପାଇଁ ପୋଲିସ୍‌ ପ୍ରଥମେ ଆନ୍ଦୋଳନକାରୀଙ୍କୁ ପରାମର୍ଶ ଦେଇଥିଲା। କିନ୍ତୁ ଆନ୍ଦୋଳନକାରୀ ଧାରଣାରୁ ନ ଉଠିବାରୁ ପୋଲିସ୍‌ ସେମାନଙ୍କୁ ଉଠାଇ ଦେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story