ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟଙ୍କୁ ଧାରଣାସ୍ଥଳରୁ ଉଠାଇଦେଲା ପୋଲିସ୍‌ 

ଭୁବନେଶ୍ୱର: ବକେୟା ଦରମା ଦାବିରେ ନଅ ତାଲା( ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ) ଆଗରେ ଧାରଣା ବସିଥିବା ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟଙ୍କୁ ଆଜି ପୋଲିସ୍‌ ଉଠାଇ ଦେଇଛି। ସ୍ୱାସ୍ଥ୍ୟବିଭାଗର ୧୬୭ ଜଣ ଏମ୍‌ଏଚ୍‌ୟୁ ଆଟେଣ୍ଡାଣ୍ଟ୍‌ ନଅ ତାଲା ଆଗରେ ଧାରଣା ଦେଇଥିଲେ। କୌଣସି ବିଭାଗର ବିଭାଗୀୟ ମୁଖ୍ୟଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବା ବେଆଇନ ହୋଇଥିବାରୁ ପୋଲିସ୍ ଆନ୍ଦୋଳନକାରୀଙ୍କୁ ହଟାଇ ଦେଇଛି। ଧାରଣାରୁ ଉଠିବା ପାଇଁ ପୋଲିସ୍‌ ପ୍ରଥମେ ଆନ୍ଦୋଳନକାରୀଙ୍କୁ ପରାମର୍ଶ ଦେଇଥିଲା। କିନ୍ତୁ ଆନ୍ଦୋଳନକାରୀ ଧାରଣାରୁ ନ ଉଠିବାରୁ ପୋଲିସ୍‌ ସେମାନଙ୍କୁ ଉଠାଇ ଦେଇଥିଲା।

ଆହୁରି ପଢ଼ନ୍ତୁ

ବୁଣାକାରଙ୍କ ପାଇଁ ବାର୍ତ୍ତାଟିଏ ଦେବାକୁ ଭୁଲିଗଲେ ସରକାର!

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌