ବୃଦ୍ଧି ପାଇଛି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାର ବିଭିନ୍ନ ନଦୀ ଅବବାହିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଏବର୍ଷ ୧୩ହଜାରରୁ ଅଧିକ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ପୁରୀ ବନଖଣ୍ଡ ଡିଭିଜିନ୍ ତରଫରୁ ଚାଲିଥିବା ପକ୍ଷୀ ଗଣନାରୁ  ଏହା ଜଣାପଡ଼ିଛି। ପୁରୀ ବନଖଣ୍ଡ ଡିଭିଜିନ୍ ଡିଏଫ୍ଓ କହିଛନ୍ତି,- “ଏବର୍ଷ ୫୮ହଜାର ବିଦେଶାଗତ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ତୁଳନାରେ ୧୩ହଜାର ଅଧିକ ରହିଛନ୍ତି। ବ୍ୟାପକ ସଚେତନତା, ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ତଥା ପକ୍ଷୀ ଶିକାରୀଙ୍କୁ […]

nn

nn

Rakesh Mallick
  • Published: Tuesday, 09 January 2018
  • Updated: 09 January 2018, 08:29 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ଜିଲ୍ଲାର ବିଭିନ୍ନ ନଦୀ ଅବବାହିକାରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତବର୍ଷ ତୁଳନାରେ ଏବର୍ଷ ୧୩ହଜାରରୁ ଅଧିକ ପକ୍ଷୀ ଆସିଥିବା ଗଣନାରୁ ଜଣାପଡ଼ିଛି। ପୁରୀ ବନଖଣ୍ଡ ଡିଭିଜିନ୍ ତରଫରୁ ଚାଲିଥିବା ପକ୍ଷୀ ଗଣନାରୁ  ଏହା ଜଣାପଡ଼ିଛି।

ପୁରୀ ବନଖଣ୍ଡ ଡିଭିଜିନ୍ ଡିଏଫ୍ଓ କହିଛନ୍ତି,- “ଏବର୍ଷ ୫୮ହଜାର ବିଦେଶାଗତ ପକ୍ଷୀ ଆସିଛନ୍ତି। ଯାହାକି ଗତବର୍ଷ ତୁଳନାରେ ୧୩ହଜାର ଅଧିକ ରହିଛନ୍ତି। ବ୍ୟାପକ ସଚେତନତା, ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ ତଥା ପକ୍ଷୀ ଶିକାରୀଙ୍କୁ ଆଇନ ଅନୁସାରେ ଦଣ୍ଡ ବିଧାନ ଯୋଗୁଁ ଏହି ସଂଖ୍ୟାରେ ବୃଦ୍ଧି ପାଉଛି।”

ପକ୍ଷୀଗଣନାରେ  ସତ୍ୟାସତ୍ୟ ନ ଥିବା ପରିବେଶବିତ୍ କହିଛନ୍ତି।  କାଗଜକଲମରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟାକୁ ଅଧିକ ଦେଖାଯାଉଛି ବୋଲି ଅଭିଯୋଗ ହେଉଛି।  ପକ୍ଷୀ ପ୍ରେମୀଙ୍କ ମତରେ ବ୍ୟାପକ ସଚେତନତା ହୋଇପାରିଲେ ଆହୁରି ଅଧିକ ପକ୍ଷୀ ଆସିପାରନ୍ତେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story