୨୦୧୩ ସୋରଡ଼ା ଥାନା ମାମଲା: ସବ୍ୟସାଚୀଙ୍କ ପତ୍ନୀ ମିଲି ପଣ୍ଡାଙ୍କୁ ଆଗୁଆ ଜାମିନ

କଟକ: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ଓରଫ ମିଲି ପଣ୍ଡାଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ମାଓ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ୨୦୧୩ ଅଗଷ୍ଟ ମାସରେ ସୋରଡା ଥାନାରେ ଦାୟର ମାମଲାରେ ମିଲିଙ୍କୁ ଏହି ଜାମିନ ମିଳିଛି। ୨୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଘଟଣା ଅନୁଯାୟୀ, ୨୦୧୩ ଅଗଷ୍ଟ ମାସରେ କମ୍ବିଂ ବେଳେ ସୋରଡ଼ା ଥାନା ପୋଲିସ ଦୁଇ ଜଣଙ୍କୁ ଗରିଫ […]

milipanda

milipanda

Rakesh Mallick
  • Published: Thursday, 04 February 2016
  • Updated: 04 February 2016, 12:54 PM IST

Sports

Latest News

କଟକ: ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ଓରଫ ମିଲି ପଣ୍ଡାଙ୍କୁ ହାଇକୋର୍ଟରୁ ଆଗୁଆ ଜାମିନ ମିଳିଛି। ମାଓ କାର୍ଯ୍ୟକଳାପ ସମ୍ପୃକ୍ତି ଅଭିଯୋଗରେ ୨୦୧୩ ଅଗଷ୍ଟ ମାସରେ ସୋରଡା ଥାନାରେ ଦାୟର ମାମଲାରେ ମିଲିଙ୍କୁ ଏହି ଜାମିନ ମିଳିଛି। ୨୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ ବୋଲି କୋର୍ଟ କହିଛନ୍ତି। ଘଟଣା ଅନୁଯାୟୀ, ୨୦୧୩ ଅଗଷ୍ଟ ମାସରେ କମ୍ବିଂ ବେଳେ ସୋରଡ଼ା ଥାନା ପୋଲିସ ଦୁଇ ଜଣଙ୍କୁ ଗରିଫ କରିଥିଲା। ସେମାନଙ୍କ ନିକଟରୁ ମାଓ ପୋଷ୍ଟର, ଜିଲୋଟିନ୍ ଷ୍ଟିକ୍ ଏବଂ ବିସ୍ପୋରକ ଜବତ କରାଯାଇଥିଲା। ପଚରାଉଚରା ସମୟରେ ସବ୍ୟସାଚୀଙ୍କ  ନିକଟକୁ ତାଙ୍କ ପତ୍ନୀ ମିଲି ପଣ୍ଡା ଏସବୁ ପଠାଇଥିଲେ ବୋଲି ଅଭିଯୁକ୍ତମାନେ ପୋଲିସକୁ କହିଥିଲେ।  ଏହି ସୂଚନା ଆଧାରରେ ପୋଲିସ୍ ମିଲିଙ୍କ ବିରୋଧରେ ଦେଶଦ୍ରୋହ ଦଫ।ରେ ଚାର୍ଜସିଟ୍ ଦାଖଲ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story