ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ରୀୟ ଟିମ୍‌ ଆସିବା କଥା ନୁହେଁ: ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଯୋଗୁଁ ରାଜ୍ୟରେ ବହୁ ଚାଷ ନଷ୍ଟ ହୋଇଯାଇଛି। ଏଥିରେ ମାନସିକ ଭାରସାମ୍ୟ ହରାଇ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ମାତ୍ର ଏହି ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଆମ ରାଜ୍ୟର ଚାଷୀ ସ୍ୱାଭିମାନୀ, ସେମାନେ ଆତ୍ମହତ୍ୟା କରନ୍ତି ନାହିଁ। ଅନ୍ୟ କାରଣରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ନେତାମାନେ ବୟାନବାଜି କରୁଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପିର […]

minister-dama-rout-target-central-team

minister-dama-rout-target-central-team

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 05:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକ ଯୋଗୁଁ ରାଜ୍ୟରେ ବହୁ ଚାଷ ନଷ୍ଟ ହୋଇଯାଇଛି। ଏଥିରେ ମାନସିକ ଭାରସାମ୍ୟ ହରାଇ ଚାଷୀ ଆତ୍ମହତ୍ୟା କରୁଥିବା ଅଭିଯୋଗ ହେଉଛି। ମାତ୍ର ଏହି ଚାଷୀ ଆତ୍ମହତ୍ୟାକୁ ରାଜ୍ୟ ସରକାର ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଆମ ରାଜ୍ୟର ଚାଷୀ ସ୍ୱାଭିମାନୀ, ସେମାନେ ଆତ୍ମହତ୍ୟା କରନ୍ତି ନାହିଁ। ଅନ୍ୟ କାରଣରୁ ଚାଷୀ ଆତ୍ମହତ୍ୟା କରୁଛନ୍ତି ବୋଲି ନେତାମାନେ ବୟାନବାଜି କରୁଛନ୍ତି। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପିର ୧୦ ଜଣିଆ କେନ୍ଦ୍ରୀୟ ଟିମ ଓଡ଼ିଶା ଗସ୍ତରେ ଆସିଛି।

ଗତକାଲି କେନ୍ଦ୍ରୀୟ ଟିମ୍‌ ବରଗଡ଼ର ସୋହେଲା ନିକଟ ଲହୁରାଚଟିରେ ଆତ୍ମହତ୍ୟା କରିଥିବା ଚାଷୀ ଖଗେଶ୍ୱର ମେହରଙ୍କ ଘରକୁ ଯାଇଥିଲେ। ତାଙ୍କ ପରିବାରକୁ ଭେଟିବା ସହ ଉଜୁଡା ଚାଷ ମଧ୍ୟ ଅନୁଧ୍ୟାନ କରିଥିଲେ। ପରେ ବିଜେପୁର, ବରପାଲି ପ୍ରଭୃତି ଅଞ୍ଚଳରେ ଚକଡ଼ା ପୋକ ନଷ୍ଟ କରିଥିବା ଚାଷ ଜମି ବୁଲି ଦେଖିଥିଲେ। ଅପରାହ୍ନରେ ଟିମ କଳାପାଣି ଗାଁର ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ ସାହୁଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ଆଜି କେନ୍ଦ୍ରୀୟ ଟିମ୍‌ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ଚାଷ ଅନୁଧ୍ୟାନ କରିଛି। ମାତ୍ର ଏହାକୁ ରାଜ୍ୟ ସରକାର ସହଜରେ ଗ୍ରହଣ କରିପାରୁ ନାହାନ୍ତି। ରାଜ୍ୟ ସରକାରଙ୍କ ବିନା ଅନୁମତି କେନ୍ଦ୍ରୀୟ ଟିମ୍‌ ଆସିବା କଥା ନୁହେଁ ବୋଲି ବିଜେଡି କହିଛି।

କେନ୍ଦ୍ରୀୟ ଟିମ୍‌ ଓଡ଼ିଶା ଆସିବାକୁ ନେଇ କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି-“କୃଷି ହେଉଛି ରାଜ୍ୟର ବିଷୟ। କୃଷକଙ୍କ ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କର। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ କେନ୍ଦ୍ର ସହାୟତା ଦେଇଥାଏ। ମାତ୍ର ରାଜ୍ୟର ବିନା ଅନୁରୋଧରେ କେବେ କେନ୍ଦ୍ରୀୟ ଟିମ୍ ଆସନ୍ତିନି।”

ସେ କହିଛନ୍ତି-“ପ୍ରାକୃତିକ ବିପତ୍ତି ଆକଳନ ପାଇଁ ରାଜ୍ୟ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟକୁ ଆସି ତଥ୍ୟ ନଜାଣି ନିନ୍ଦାଗାନ କରନ୍ତିନି। କେନ୍ଦ୍ର କୃଷି ମନ୍ତ୍ରୀ ଯେମିତି ମନ୍ତବ୍ୟ ଦେଉଛନ୍ତି ତାହା ଅସାମ୍ବିଧାନିକ। ଫସଲ ନଷ୍ଟ ଯୋଗୁଁ ଚାଷୀ ଆତ୍ମହତ୍ୟା କରୁଛନ୍ତି। ଏହାର ଭିଡିଓ କ୍ଲିପିଂ ଆମର ହସ୍ତଗତ ହୋଇଛି। ଏହା ତର୍ଜମା କରାଯାଉଛି।”

ବର୍ଷା ଆସିବାକୁ ନେଇ ଦାମ କହିଛନ୍ତି-“ପାଚିଲା ଧାନ କଟା ଯାଇନଥିଲେ ଅସୁବିଧା କିଛି ହେବ ନାହିଁ। ଯେଉଁଠି ପାଚିଲା ଧାନ କଟାଇ ପଡ଼ିଛି, ସେଠି ଅସୁବିଧା ହେବ। ସେହି ଧାନ ନଷ୍ଟ ହୋଇଯିବ। ତେଣୁ ବର୍ଷା ଆସୁଥିବାରୁ ସତର୍କତାର ସହ ନିଜ କଷ୍ଟ ଉପାର୍ଜିତ ଧାନକୁ ସୁରକ୍ଷା ଦିଅନ୍ତୁ। ଏକ୍ଷେତ୍ର ଯାହା ଆବଶ୍ୟକ ସରକାର ସବୁ ପ୍ରକାର ସହାୟା ଯୋଗାଇଦେବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story