ଶୌଚ କରିବାକୁ ଯାଇଥିବା ବେଳେ ହାତରେ ବାଜିଲା ଗୁଳି

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପାଲ୍ଲା ଗୁଣ୍ଠୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକାରୀଙ୍କ ଗୁଳି ମାଡ଼ରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନାବାଳକ ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ଦୁଃଖିଶ୍ୟାମ ପ୍ରଧାନ। ସୂଚନାଯୋଗ୍ୟ, ଆଜି ଭୋର ପ୍ରାୟ ୪ଟା ବେଳେ ଦୁଃଖିଶ୍ୟାମ ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ। ତେବେ ଶୌଚ କରିବା […]

5666uuuuuuuuuuuuu

5666uuuuuuuuuuuuu

Tapaswini Nayak
  • Published: Friday, 05 July 2019
  • Updated: 05 July 2019, 02:46 PM IST

Sports

Latest News

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପାଲ୍ଲା ଗୁଣ୍ଠୁଣି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକାରୀଙ୍କ ଗୁଳି ମାଡ଼ରେ ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନାବାଳକ ଜଣଙ୍କ ହେଲେ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ପୁଅ ଦୁଃଖିଶ୍ୟାମ ପ୍ରଧାନ।

ସୂଚନାଯୋଗ୍ୟ, ଆଜି ଭୋର ପ୍ରାୟ ୪ଟା ବେଳେ ଦୁଃଖିଶ୍ୟାମ ଗାଁ ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ। ତେବେ ଶୌଚ କରିବା ସମୟରେ ହାଠାତ୍‌ ତାଙ୍କ ହାତରେ ଗୁଳି ବାଜି ଥିଲା। ଏହା କୌଣସି ଶିକାରୀ ମାରିଥିବା ଗୁଳି ବୋଲି କୁହାଯାଉଛି।
ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos