ନାବାଳିକା ଦୁଷ୍କର୍ମକୁ ନେଇ କମ୍ପିଲା ବିଧାନସଭା; ସରକାରକୁ ବାଣ ମାରିଲେ ଦାମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ନାବାଳିକା ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ୍ ଓ ପ୍ରଶାସନ ଅପାରଗ। ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ବିଧାନସଭା କମ୍ପୁଥିବା ବେଳେ ଆଜି ଗୃହ ବାହାରେ ଏଭଳି ବାଣ ମାରିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ସେପଟେ ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ। ଫଳରେ ବିଧାନସଭାର ପ୍ରଥମାର୍ଦ୍ଧ ଧୋଇ ହୋଇଯାଇଥିଲା। ନାବାଳିକାଙ୍କ ଉପରେ ବଢୁଥିବା ବଳାତ୍କାର ମାମଲାକୁ ନେଇ କମ୍ପିଥିଲା […]

dama target journalist

dama target journalist

Rakesh Mallick
  • Published: Monday, 23 April 2018
  • Updated: 23 April 2018, 08:40 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟ): ନାବାଳିକା ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାରେ ପୋଲିସ୍ ଓ ପ୍ରଶାସନ ଅପାରଗ। ରାଜ୍ୟରେ ବଢୁଥିବା ନାବାଳିକା ବଳାତ୍କାର ମାମଲାକୁ ନେଇ ବିଧାନସଭା କମ୍ପୁଥିବା ବେଳେ ଆଜି ଗୃହ ବାହାରେ ଏଭଳି ବାଣ ମାରିଛନ୍ତି ବିଜେଡିର ବରିଷ୍ଠ ନେତା ଦାମୋଦର ରାଉତ। ସେପଟେ ନାବାଳିକା ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହରେ ହଙ୍ଗାମା କରିଥିଲେ ବିରୋଧୀ। ଫଳରେ ବିଧାନସଭାର ପ୍ରଥମାର୍ଦ୍ଧ ଧୋଇ ହୋଇଯାଇଥିଲା।

ନାବାଳିକାଙ୍କ ଉପରେ ବଢୁଥିବା ବଳାତ୍କାର ମାମଲାକୁ ନେଇ କମ୍ପିଥିଲା ବିଧାନସଭା। ପ୍ରଶ୍ନକାଳ ଆରମ୍ଭରୁ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ହୋ ହାଲ୍ଲା କରିଥିଲେ ବିରୋଧୀ। ଯାହାଫଳରେ ବାଚସ୍ପତି ଗୃହ ମୁଲତବି କରିଥିଲେ। ଶୂନ୍ୟକାଳରେ ପୁଣି ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ କହିଥିଲେ, ପ୍ରତିଦିନ ନାବାଳିକା ଦୁଷ୍କର୍ମର ଶିକାର ହେଉଛନ୍ତି। କିନ୍ତୁ ସରକାରଙ୍କ ନିଦ ଭାଙ୍ଗୁନି। ମୁଖ୍ୟମନ୍ତ୍ରୀ ମୂଳ ପ୍ରସଙ୍ଗ ଉପରେ ଚୁପ ରହି ଗୃହରେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଛନ୍ତି। କୁନ୍ଦୁଲି, ଖପ୍ରାଖୋଲ ଓ ବଲାଙ୍ଗୀରରେ ଖୋଦ୍ ପୋଲିସ ବାବୁଙ୍କ ନାଁରେ ଥିବା ଦୁଷ୍କର୍ମ ମାମଲା ଉଠାଇ ନରସିଂହ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ବିଜେପି ବିଧାୟକ ରବି ନାଏକ ମଧ୍ୟ ନରସିଂହଙ୍କ ସହ ସ୍ୱର ମିଳାଇ ସରକାରଙ୍କୁ ଟାର୍ଗେଟ କରିଥିଲେ।

ବିଜେପି ବିଧାୟିକା ରାଧାରାଣୀ ପଣ୍ଡା କହିଛନ୍ତି-“ଛୋଟ ଛୋଟ ପିଲାମାନେ ଦୁଷ୍କର୍ମରେ ଶିକାର ହେଉଛନ୍ତି। ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଫାଶୀ ଦଣ୍ଡ ଦିଆଯାଉ।”

ଦୁଷ୍କର୍ମ ମାମଲାରେ କାର୍ଯ୍ୟାନୁଷ୍ଠାନ ନେବାରେ ପ୍ରଶାସନ ଓ ପୋଲିସ ବାହିନୀ ଅପାରଗ ବୋଲି କହି ଗୃହ ବାହାରେ ବାଣ ମାରିଥିଲେ ଦାମ। ତେବେ ବିଜେଡି କହିଛି ସରକାର କୌଣସି ଦୁଷ୍କର୍ମ ଅଭିଯୁକ୍ତକୁ ଘଣ୍ଟ ଘୋଡାଉ ନାହାଁନ୍ତି।

ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଛନ୍ତି-“ଦୁଷ୍କମରେ ଯେଉଁମାନେ ଦୋଷୀ ସରକାର ସେମାନଙ୍କୁ ଗିରଫ କରୁଛନ୍ତି। ଏପରିକି ଦଣ୍ଡବିଧାନ ମଧ୍ୟ କରୁଛନ୍ତି।”

ସାଲେପୁର ନାବାଳିକା ସଙ୍କଟାପନ୍ନ

ସଙ୍କଟାପନ୍ନ ହୋଇଛି ସାଲେପୁର ଦୁଷ୍କର୍ମ ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା। କଟକ ବଡ଼ ଡାକ୍ତରଖାନାର ପେଡିଆଟିକ୍ ଆଇସିୟୁରେ ଏବେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ୬ ବର୍ଷର ନାବାଳିକା। ୧୩ ଜଣିଆ ଡାକ୍ତରୀ ଟିମ ତାଙ୍କ ଚିକିତ୍ସା କରୁଛନ୍ତି। ପୀଡିତାଙ୍କ ବେକ ଓ ଶରୀର ଅନ୍ୟ ସ୍ଥାନରେ ଗୁରୁତର ଆଘାତ ଲାଗିଛି। ଦୁଷ୍କର୍ମର ଶିକାର ପରେ ଗତକାଲି ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story